ETV Bharat / sports

ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ

author img

By

Published : Dec 8, 2020, 9:17 PM IST

ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ । ଅଧିକ ପଢନ୍ତୁ...

Ben Stokes' father Ged passes away after year-long battle with brain cancer
ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ । ଷ୍ଟୋକ୍ସଙ୍କ ପିତା ଗେଡ୍ ଷ୍ଟୋକ୍ସ ଦୀର୍ଘଦିନ ଧରି ବ୍ରେନ କ୍ୟାନସରରେ ପୀଡିତ ଥିଲେ । ତେବେ କ୍ୟାନସର ସହ ଲମ୍ବା ଲଢେଇରେ ହାରିଯାଇଛନ୍ତି ଷ୍ଟୋକ୍ସଙ୍କ ପିତା ।

ଗେଡ୍ ଜଣେ ରଗବି ଖେଳାଳି ଥିଲେ । ଫଳରେ ତାଙ୍କର ପୂର୍ବତନ ରଗବି ଟିମ ୱାର୍କିଂଟନ ଟାଉନ ଟ୍ବିଟରେ ଏକ ଘୋଷଣାନାମା ଜାରି କରି ଶ୍ରଦ୍ଧାଞ୍ଜଳି ଜଣାଇଛି ।

ବେନ ଷ୍ଟୋକ୍ସ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଇଂଲଣ୍ଡ ସ୍କ୍ବାଡରେ ରହିଛନ୍ତି । ଇଂଲଣ୍ଡ 3 ମ୍ୟାଚ ଟି-20 ସିରିଜକୁ କ୍ଳିନସୁଇପ କରିଛି । ମାତ୍ର କୋରୋନା ପଜିଟିଭି ରିପୋର୍ଡ ହେବାପରେ ଦିନିକିଆ ସିରିଜକୁ ଉଭୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବୋର୍ଡ ସ୍ଥଗିତ ରକିବାକୁ ନିଷ୍ପତ୍ତି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.