ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ଆବଟ୍ଟଙ୍କ ସ୍ଥାନରେ ସର୍ଟ ସାମିଲ

author img

By

Published : Dec 31, 2019, 8:38 AM IST

Australia's tour of India
ଭାରତ ବନାମ ଅଷ୍ଟ୍ରେଲିଆ

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସେନ ଆବଟ୍ଟଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଡି ଆର୍କି ସର୍ଟଙ୍କୁ ଦଳରେ ସାମିଲ କରିଛି ।

ମେଲବୋର୍ଣ୍ଣ: ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସେନ ଆବଟ୍ଟଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଡି ଆର୍କି ସର୍ଟଙ୍କୁ ଦଳରେ ସାମିଲ କରିଛି । ଜାନୁୟାରୀ 14ରୁ ଭାରତ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିମୟରେ ଖେଳାଯିବା ନେଇ ସୂଚୀ ରହିଛି ।

Australia's tour of India
ସେନ ଆବଟ୍ଟ

ଭାରତ ବିପକ୍ଷ ସିରିଜ ପାଇଁ ଘୋଷିତ ଅଷ୍ଟ୍ରେଲିଆ ଦଳ:
ଆରୋନ ଫିଞ୍ଚ(କ୍ୟାପଟେନ), ଡି ଆର୍କି ସର୍ଟ, ଆଷ୍ଟନ ଆଗର, ଆଲେକ୍ସ କ୍ୟାରୀ, ପାଟ କମିନ୍ସ, ପିଟର ହାଣ୍ଡସକମ୍ବ, ଜୟ ହାଜଲଉଡ, ମାର୍ଣ୍ଣସ ଲବୁସାନ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ଅଷ୍ଟନ ଟର୍ଣ୍ଣର, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.