ETV Bharat / sitara

Oscars ବିଜେତାଙ୍କ ସମ୍ପୂର୍ଣ୍ଣ ଲିଷ୍ଟ: ଶ୍ରେଷ୍ଠ ଚଳଚ୍ଚିତ୍ର CODA, ଶ୍ରେଷ୍ଠ ଅଭିନେତା ୱିଲ୍ ସ୍ମିଥ୍

author img

By

Published : Mar 28, 2022, 2:14 PM IST

Oscars ବିଜେତାଙ୍କ ପୂରା ଲିଷ୍ଟ: ଶ୍ରେଷ୍ଠ ଚଳଚ୍ଚିତ୍ର CODA, ଶ୍ରେଷ୍ଠ ଅଭିନେତା ୱିଲ୍ ସ୍ମିଥ୍
Oscars ବିଜେତାଙ୍କ ପୂରା ଲିଷ୍ଟ: ଶ୍ରେଷ୍ଠ ଚଳଚ୍ଚିତ୍ର CODA, ଶ୍ରେଷ୍ଠ ଅଭିନେତା ୱିଲ୍ ସ୍ମିଥ୍

94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍‌ ଏଞ୍ଜଲିସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଅନୁଷ୍ଠିତ ହୋଇଥିଲା । ଓସ୍କାରର ସମସ୍ତ ବିଜେତାଙ୍କ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ସର୍ବାଧିକ 12 ନୋମିନେସନ ନେଟଫ୍ଲିକ୍ସ ସିରିଜ୍ ଦ ପାୱାର୍ ଅଫ୍ ଡଗ୍‌ (The Power of the Dog)କୁ ମିଳିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: 94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍‌ ଏଞ୍ଜଲିସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଅନୁଷ୍ଠିତ ହୋଇଥିଲା । ଓସ୍କାରର ସମସ୍ତ ବିଜେତାଙ୍କ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ସର୍ବାଧିକ 12 ନୋମିନେସନ ନେଟଫ୍ଲିକ୍ସ ସିରିଜ୍ 'ଦ ପାୱାର୍ ଅଫ୍ ଡଗ୍‌' (The Power of the Dog)କୁ ମିଳିଛି । ଏହା ପରେ, ଚଳଚ୍ଚିତ୍ର 'ଡ୍ୟୁନ'କୁ ଓସ୍କାର 2022ରେ 10ଟି ବର୍ଗରେ ନୋମିନେଟ କରାଯାଇଛି । ABCରେ ଏବଂ ବିଶ୍ବସ୍ତରରେ 200ରୁ ଅଧିକ ଅଞ୍ଚଳରେ ଏହାର ସିଧାପ୍ରସାରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ମାର୍ଚ୍ଚ 28 ରେ ସକାଳ 5 ଟାରୁ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ବର ବିଭିନ୍ନ ସ୍ଥାନରୁ ସେଲିବ୍ରିଟିମାନେ ଯୋଗ ଦେଇଥିଲେ । ଏଥର ଏହି ଶୋ’କୁ ରେଜିନା ହଲ୍ (Regina Hall), ଆମି ଶୁମର (Amy Schumer) ଏବଂ ୱାଣ୍ଡା ସ୍କାଏସ୍ (Wanda Skyes) ଆୟୋଜନ କରିଥିଲେ । ଭାରତୀୟ ସିନେମା ତରଫରୁ ଡକ୍ୟୁମେଣ୍ଟାରୀ 'Writing with fire' ଓସ୍କାର ଦୌଡ଼ରେ ଅନ୍ତର୍ଭୁକ୍ତ ହୋଇଥିଲା ।

ଶ୍ରେଷ୍ଠ ଚଳଚ୍ଚିତ୍ର

ଶ୍ରେଷ୍ଠ ଚଳଚ୍ଚିତ୍ରର ଆଖ୍ୟା 'କୋଡା' (Coda)କୁ ମିଳିଛି ।

ଶ୍ରେଷ୍ଠ ଅଭିନେତା

94 ତମ ଓସ୍କାର ପୁରସ୍କାର 2022 ରେ 'କିଙ୍ଗ ରିଚର୍ଡ' ଚଳଚ୍ଚିତ୍ର ପାଇଁ ହଲିଉଡର ସୁପରଷ୍ଟାର ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି ।

ଶ୍ରେଷ୍ଠ ଅଭିନେତ୍ରୀ

ହଲିଉଡ ଅଭିନେତ୍ରୀ ଜେସିକା ଚାଷ୍ଟେନଙ୍କୁ 'The Eyes of Tammy Faye' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଶ୍ରେଷ୍ଠ ନିର୍ଦ୍ଦେଶକ

"ବେଲଫାଷ୍ଟ" - କେନେଥ ବ୍ରାନଘୁ (Kenneth Branagh)

"ଡ୍ରାଇଭ୍ ମାଇ କାର୍" - ରିୟୁସୁକେ ହେମାଗୁଚିଓ

"ଲିକୋରିସ୍ ପିଜ୍ଜା" - ପଲ୍ ଥୋମାସ୍ ଆଣ୍ଡରସନ୍

"ଦ ପାଓ୍ବର ଅଫ୍‌ ଦ ଡଗ୍‌" - ଜେନ ଚାମ୍ପିଅନ୍- (ବିଜେତା)

ଶ୍ରେଷ୍ଠ ସହଅଭିନେତା (ସପୋଟିଙ୍ଗ ରୋଲ)

କୋଡି ସ୍ମିଥ୍‌ (Kodi Smit)- ମ୍ୟାକଫି - ଦ ପାଓ୍ବର ଅଫ୍‌ ଦ ଡଗ୍‌ (The Power of the Dog)

ଟ୍ରୟ କୋସୁର (Troy Kotsur)- କୋଡା (କୋଡା) - (ବିଜେତା)

ସାଇରେନ୍ ହିନ୍ଦସ୍ - ବେଲଫାଷ୍ଟ

ଜେସି ପ୍ଲେମୋନ୍ସ- ଦ ପାଓ୍ବର ଅଫ୍‌ ଦ ଡଗ୍‌

ଶ୍ରେଷ୍ଠ ଅଭିନେତ୍ରୀ - ସହାୟକ ଭୂମିକା (ସପୋଟିଙ୍ଗ ରୋଲ)

ଜେସି ବକଲେ - ​​ଦ ଲଷ୍ଟ ଡଟର

ଆରିନା ଦେବୋସ - ୱେଷ୍ଟ ସାଇଡ୍ ଷ୍ଟୋରୀ (West Side Story)- (ବିଜେତା)

ଜୁଡି ଡେଞ୍ଚ (Judy Dench)- ବେଲଫାଷ୍ଟ (Belfast)

କ୍ରିଷ୍ଟେନ ଡଷ୍ଟ - ଦ ପାଓ୍ବର ଅଫ୍‌ ଦ ଡଗ୍‌

ଆନଜେନ୍ୟୁ ଏଲିସ - କିଙ୍ଗ ରିଚର୍ଡ

ବେଷ୍ଟ ସିନେମାଟୋଗ୍ରାଫି

ଡ୍ୟୁନ୍ (Dune) - (ବିଜେତା)

ନାଇଟମେଟର ଏଲେ (Nightmare Alley)

ଦ ପାଓ୍ବର ଅଫ୍‌ ଦ ଡଗ୍‌ (The Power of the Dog)

ଦ ଟ୍ରାଜେଡି ଅଫ୍‌ ମ୍ୟାକବେଥ (The Tragedy of Macbeth)

ବେଷ୍ଟ ସାଇଜ ଷ୍ଟୋରୀ (West Side Story)

ସର୍ବୋତ୍ତମ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର

ଦ ଓ୍ବିଣ୍ଡସିଲ୍ଡ ୱାଇପର (the-windshield-wiper)- (ବିଜେତା)

ଅଫେୟାର୍ସ ଅଫ୍‌ ଦ ଆର୍ଟ (Affairs of the Art)

ବେଷ୍ଟିଆ (bestia)

ବକ୍ସବାଲେଟ୍ (Boxballet)

ରବିନ୍ ରବିନ୍ (Robin Robin)

ବେଷ୍ଟ ଇଣ୍ଟରନ୍ୟାସନାଲ ଫିତର ଫିଲ୍ମ

ଡ୍ରାଇଭ ମାଇ କାର (Drive My Car) - (ବିଜେତା)

ଫ୍ଲି (Flee)

ଦ ହ୍ୟାଣ୍ଡ ଅଫ ଗଡ (The Hand of God)

ଲୁନାନା: ଏ ୟାକ ଇନ ଦ କ୍ଲାସରୁମ (Lunana: A Yak in the Classroom)

ଦ ଓ୍ବର୍ଷ୍ଟ ପର୍ସନ ଇନ ଦ ଓ୍ବାର୍ଲ୍ଡ (The Worst Person in the World)

ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ବିଷୟ

ଅଡିବଲ (Audible)

ଲିଡ ମି ହୋମ (Lead Me Home)

ଦ କୁଇନ ଅଫ୍‌ ବାସ୍କେଟ ବଲ (The Queen of Basketball) -(ବିଜେତା)

ଥ୍ରି ସଙ୍ଗସ ଅଫ ବେନାଜିର (Three Songs for Benazir)

ହ୍ବେନ ଓ୍ବି ଓ୍ବେର ବୁଲିସ (When We Were Bullies)

ବେଷ୍ଟ ଲାଇଭ୍ ଆକ୍ସନ୍ ସର୍ଟ ମୁଭି

ଏଲା କୁଚୁ - (Ala Kachuu) -ଟେକ ଆଣ୍ଡ ରୁସ

ଦ ଡ୍ରେସ (The Dress)

ଦି ଲଙ୍ଗ୍ ଗୁଡବାୟ (The Long Goodbye) - (ବିଜେତା)

ଅନ ମାଇ ମାଇଣ୍ଡ (On My Mind)

ପ୍ଲିଜ ହୋଲ୍ଡ (Please Hold)

ବେଷ୍ଟ ଡକ୍ୟୁମେଣ୍ଟାରୀ ଫିଚର

ଏସେନଶନ (Ascension)

ଏଟିକା

ଫ୍ଲି

ସମର ଅଫ୍‌ ସୋଲ

ରାଇଟିଂ ଓ୍ବିଥ୍‌ ଫାୟର

ଆନିମେଟେଡ୍ ଫିଚର୍ ଫିଲ୍ମ

ଏନକାଣ୍ଟୋ- (ବିଜେତା)

ଜାରେଡ୍ ବୁଶ୍, ବାଇରନ୍ ହାୱାର୍ଡ, ୟଭେଟ୍ ମେରିନୋ ଏବଂ କ୍ଲାର୍କ ସ୍ପେନ୍ସର

ଫ୍ଲି

ଜୋନାସ୍ ପୋହର ରସମୁସେନ୍, ମୋନିକା ହେଲଷ୍ଟ୍ରୋମ୍, ସାଇନ୍ ବର୍ଜ୍ ସୋରେନ୍ସେନ୍ ଏବଂ ଚାର୍ଲୋଟେ ଡି ଲା ଗୋର୍ନେରୀ ଲୁକା

ଏନ୍ରିକୋ କାସାରୋସା ଏବଂ ଆଣ୍ଡ୍ରେଆ ୱାରେନ୍

ଦି ମିସେଲ୍ସ ଭର୍ସେସ ଦି ମେସିନ୍

ମାଇକ୍ ରିଆଣ୍ଡା, ଫିଲ୍ ଲର୍ଡ, ଖ୍ରୀଷ୍ଟୋଫର୍ ମିଲର୍ ଏବଂ କୁର୍ଟ ଆଲବ୍ରେକ୍ଟୋ

ରାୟା ଆଣ୍ଡ ଜ ଲାଷ୍ଟ ଡ୍ରାଗନ୍

ଡନ୍ ହଲ୍, କାର୍ଲୋସ୍ ଲୋପେଜ୍ ଏଷ୍ଟ୍ରାଡା, ଓସନାଟ୍ ଶୁରର ଏବଂ ପିଟର ଡେଲ ଭେଚୋ

ପୋଷାକ ଡିଜାଇନ୍

କ୍ରୁଲା - ଜେନି ବେଭାନ୍ - (ବିଜେତା)

ସାଇରାନୋ- ମାସିମୋ କାଣ୍ଟିନି ପାରିନି ଏବଂ ଜ୍ୟାକଲିନ୍ ଡୁରାନୋ

ଡ୍ୟୁନ୍ - ଜ୍ୟାକଲିନ୍ ୱେଷ୍ଟ୍ ଆଣ୍ଡ ରୋବର୍ଟ ମୋର୍ଗାନ୍;

ନାଇଟମ୍ୟାର୍ ଅଲି - ଲୁଇସ୍ ସେକିରା

ୱେଷ୍ଟ ସାଇଡ୍ ଷ୍ଟୋରୀ - ପଲ୍ ତେଜୱେଲ୍

ବେଷ୍ଟ ପ୍ରଡକ୍ସନ ଡିଜାଇନ୍: ଡ୍ୟୁନ୍

ବେଷ୍ଟ ମେକଅପ୍ ଏବଂ ହେୟାର : ଦ ଆଇଜ୍‌ ଅଫ ଟମି ଫେଇ (The Eyes of Tammy Faye)

ବେଷ୍ଟ ସାଉଣ୍ଡ : ଡ୍ୟୁନ୍

ବେଷ୍ଟ ଫିଲ୍ମ ଏଡିଟିଂ : ଡ୍ୟୁନ୍

ବେଷ୍ଟ ଭିଜୁଆଲ୍ ଇଫେକ୍ଟ: ଡ୍ୟୁନ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.