ETV Bharat / sitara

ସର୍ଟଲେସ ଅବତାରରେ କିଙ୍ଗ ଖାନଙ୍କ ଲାଡଲା

author img

By

Published : Feb 20, 2021, 2:09 PM IST

ଭାଇରାଲ ହେଲା ଆର୍ୟନଙ୍କ ସର୍ଟଲେସ ଫଟୋ । ଫ୍ରେଣ୍ଡ ସହ ଏନଜୟ କରୁଥିବାର ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆର୍ୟନ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆର୍ୟନ ଖାନ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଲାଡଲା ଆର୍ୟନ ଖାନ ନିକଟରେ ଆଇପିଏଲ ନିଲାମୀ 2021ରେ କେକେଆର ବେଟିଂରେ ଯୋଗ ଦେଇ ଚର୍ଚ୍ଚାରେ ଆସିଥିଲେ । ଆଉ ଏବେ ସୋସିଆଲ ମିଡିଆରେ ତାଙ୍କ ଫଟୋକୁ ନେଇ ଚର୍ଚ୍ଚା । କାରଣ ବର୍ତ୍ତମାନ ଭାଇରାଲ ହେଉଛୁ ତାଙ୍କ ସର୍ଟଲେସ ଫଟୋ । ଆଉ ଯେଉଁଥିରେ ସେ ନିଜ ଫ୍ରେଣ୍ଡ ସହ ଏନଜୟ କରୁଥିବାର ନଜର ଆସୁଛନ୍ତି ।

ମିଡିଆ କ୍ୟାମେରାର ନଜର ସବୁବେଳେ ଆର୍ୟନଙ୍କ ଉପରେ ରହିଥାଏ । ବଲିଉଡ ପପୁଲାର କିଡ୍ସଙ୍କ ମଧ୍ୟରେ ଅନ୍ୟତମ ସେ । ଆର୍ୟନ ବଲିଉଡରେ ଡେବ୍ୟୁ କରିବେ କି ନାହିଁ ଏଯାବତ ଜଣାପଡିନାହିଁ, ହେଲେ ସୋସିଆଲ ମିଡିଆରେ ସେ ଫ୍ୟାନ୍ସଙ୍କ ହିରୋ ସାଜିଛନ୍ତି । ଆଉ ତାଙ୍କ ଫ୍ୟାନ୍ସ ଫଲୋଇଂ କୌଣସି ସେଲିବ୍ରିଟିଠୁ କମ୍ ମଧ୍ୟ ନୁହେଁ ।

ଯଦି ଭାଇରାଲ ହେଉଥିବା ଫଟୋ ବିଷୟରେ କଥା ହେବା ତାହାଲେ ଦୁଇଦିନ ପୂର୍ବରୁ ଆର୍ୟନ ନିଜ ଇନଷ୍ଟାଗ୍ରାମରେ ଏହି ଏହାକୁ ପୋଷ୍ଟ କରିଥିଲେ । ଆଉ ଯାହର କ୍ୟାପସନରେ ଲେଖିଥିଲେ, ‘ଆର୍ୟନ ଖାନ ୱିଥ୍ ଫ୍ରେଣ୍ଡ ଟ୍ରିଷ୍ଟାନ୍ ।’ ବର୍ତ୍ତମାନ ଫ୍ୟାନ୍ସଙ୍କ ମନ କିଣିଛି ତାଙ୍କ ଏହି ସର୍ଟଲେସ ଅବତାର । ଆପଣ ବି ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.