ETV Bharat / sitara

‘ବାର୍ଡ ଅଫ ବ୍ଲଡ’ର ସ୍ପେଶାଲ ସ୍କ୍ରିନିଂ, ଯୋଗ ଦେଲା ବି-ଟାଉନ

author img

By

Published : Sep 24, 2019, 2:34 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶାହାରୁଖ ଖାନଙ୍କ ପ୍ରଥମ ୱେବ ସିରିଜର ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ଯୋଗ ଦେଇଛନ୍ତି ଅନେକ ବଲିଉଡ ସେଲିବ୍ରିଟି ।

ହାଇଦ୍ରାବାଦ: ନେଟଫ୍ଲିକ୍ସରେ ଶାହାରୁଖଙ୍କ ପ୍ରଥମ ୱେବ ସିରିଜ ‘ବାର୍ଡ ଅଫ ବ୍ଲଡ’ର ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ପ୍ରଥମ କରି ପ୍ରଯୋଜକ ଭାବରେ ୱେବ ସିରିଜରେ ଡେବ୍ୟୁ କରିଛନ୍ତି ଶାହାରୁଖ ଖାନ୍ । ଏଥିରେ ଯୋଗ ଦେଇଥିଲେ ବଲିଉଡର ଅନେକ କଳାକାର ।

special screening of bard of blood
ଡିଜାଇନ ଫଟୋ

ମୁଖ୍ୟ ଅଭିନେତା ଇମରାନ ହାସମୀ ଏଥିରେ ଜଣେ ଏଜେଣ୍ଟ ଭୂମିକାରେ ନଜର ଆସିବେ । ଅନ୍ୟପକ୍ଷେ ସିରିଜର ଅଭିନେତ୍ରୀ ସୋମିତା ଘୁଲିପାଲା ଓ କିର୍ତ୍ତୀ କୁଲହଡି ମଧ୍ୟ ନଜର ଆସିଥିଲେ ।

special screening of bard of blood
ଡିଜାଇନ ଫଟୋ

ଅଭିନେତ୍ରୀ ପରିଣୀତି ଚୋପ୍ରା ହ୍ବାଇଟ କଲର ଜମ୍ପସୁଟରେ ନଜର ଆସିଥିଲେ । ନିକିତା ଦତ୍ତା, ମ୍ରୁଣଳ ଠାକୁର, ବବି ଦେଓଲ ଆଦି ଯୋଗ ଦେଇଥିଲେ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.