ETV Bharat / sitara

ବାନ୍ଦ୍ରା ରେଲୱେ ଷ୍ଟେସନକୁ ପୁରିଲା 130 ବର୍ଷ: ପୋଷ୍ଟାଲ କଭର ଉଦଘାଟନ କଲେ ଶାହାରୁଖ

author img

By

Published : Aug 24, 2019, 11:41 AM IST

ଫଟୋ ସୌଜନ୍ୟ: ଏ ଏନ ଆଇ

ବାନ୍ଦ୍ରା ରେଲୱେ ଷ୍ଟେସନରେ ପୋଷ୍ଟାଲ କଭର ଉଦଘାଟନ କରିଛନ୍ତି ଶାହାରୁଖ ଖାନ ।

ହାଇଦ୍ରାବାଦ: ମୁମ୍ବାଇର ବାନ୍ଦ୍ରା ରେଲୱେ ଷ୍ଟେସନର 130 ବର୍ଷ ପୂର୍ତ୍ତୀ ଅବସରରେ ସ୍ବତନ୍ତ୍ର ଡାକ ଲଫାଫା ଉଦଘାଟନ କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ବଲିଉଡର କିଙ୍ଗଖାନ ଶାହାରୁଖ । ତାଙ୍କ ସହ ମହାରାଷ୍ଟ୍ର ସାଂସଦ ଆଶିଶ ଶେଲାର ଉପସ୍ଥିତ ଥିଲେ ।

postal cover
ଫଟୋ ସୌଜନ୍ୟ: ଏ ଏନ ଆଇ

‘ଜିରୋ’ଫିଲ୍ମର ବିଫଳତା ପରେ ଫିଲ୍ମରୁ ବ୍ରେକ ନେଇଥିବା ଶାହାରୁଖ ଖାନ ଖୁବ ଶୀଘ୍ର ୱେବ ସିରିଜରେ ନଜର ଆସିବେ ବୋଲି ସୂଚନା ଦେଇଛନ୍ତି । ‘Bard of Blood’ରେ ନଜର ଆସିବେ ଶାହାରୁଖ ।

Intro:Body:

BLANK FOR LINK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.