ETV Bharat / sitara

ମନାଲିରେ ସନ୍ନି ଦେଓଲ୍

author img

By

Published : Feb 13, 2021, 9:11 PM IST

actor-sunny-deol-reach-manali-on-vacation
ମନାଲିରେ ସନ୍ନି ଦେଓଲ୍

ପୁଣି ଥରେ ଛୁଟି ଏନଞ୍ଜଏ କରିବାକୁ ମନାଲିକୁ ଆସିଛନ୍ତି ଅଭିନେତା ସନ୍ନି ଦେଓଲ । ଅଧିକ ପଢନ୍ତୁ...

କୁଲ୍ଲୁ: ବଲିଉଡ ଅଭିନେତା ସନ୍ନି ଦେଓଲ ପୁଣି ଥରେ ଛୁଟି ଏନଞ୍ଜଏ କରିବାକୁ କୁଲ୍ଲୁ ର ପର୍ଯ୍ୟଟନ ସହର ମନାଲିରେ ପହଞ୍ଚିଛନ୍ତି । ସନ୍ନି ଏହା ପୂର୍ବରୁ ଚାଙ୍କର କୋରୋନା ପଜିଟିଭ୍ ଆସିବା ପରେ ଦୁଶାଲରେ ଥିବା ତାଙ୍କ କଟେଜ୍ ରେ କ୍ବାରେଣ୍ଟାଇନରେ ରହିଥିଲେ । ଏହି ସମୟରେ ସେ ପୁଣି ଥରେ ମନାଲିରେ ପହଞ୍ଚିଛନ୍ତି ।

ଶନିବାର ଦିନ ଏୟାର ଇଣ୍ଡିଆ ଫ୍ଲାଇଟରେ ସନ୍ନି ଭୁନ୍ତର ଏୟାରପୋର୍ଟରେ ଓହ୍ଲାଇଥିଲେ । ଏଠାରୁ ସେ ମନାଲିରେ ପହଞ୍ଚିଛନ୍ତି ।

କହିବାକୁ ଗଲେ, ଅଭିନେତା ଖାଲି ସମୟ ବିତାଇବା ପାଇଁ ମନାଲିକୁ ଆସିଥାନ୍ତି ।

ପ୍ରକାଶ ଥାଉ ଯେ, ମନାଲିରେ ସନ୍ନି ତାଙ୍କ ପୁଅ କର୍ନଙ୍କ ଫିଲ୍ମର ସୁଟିଂ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.