ETV Bharat / science-and-technology

ସାମସଙ୍ଗ ଗାଲାକ୍ସି ଏସ୍ 20 ଏଫଇର ଫିଚର

author img

By

Published : Sep 25, 2020, 1:48 PM IST

Updated : Feb 16, 2021, 7:31 PM IST

ସାମସଙ୍ଗ ଗାଲାକ୍ସି ଏସ୍ 20 ଏଫଇର ଫିଚର
ସାମସଙ୍ଗ ଗାଲାକ୍ସି ଏସ୍ 20 ଏଫଇର ଫିଚର

ସାମସଙ୍ଗ ଗାଲାକ୍ସି ଏସ୍ 20 ସିରିଜର ସୁପର-ସ୍ମୁଥ୍ ସ୍କ୍ରୋଲିଂ ଡିସପ୍ଲେ, ଏଲ-ପାୱାର୍ କ୍ୟାମେରା, ଉନ୍ନତ ଚିପସେଟ, ହାଇପର ଫାଷ୍ଟ କନେକ୍ଟିଭିଟି, ଅଲଡେ ବ୍ୟାଟେରୀ, ଏକ ଷ୍ଟ୍ରିମିଡ୍ ପ୍ରିମିୟମ୍ ଡିଜାଇନ୍ ସହିତ ଏକ୍ସପାଣ୍ଡେବୁଲ ଷ୍ଟୋରେଜ୍ ଫିଚର ଗୁଡିକୁ ସିଲେକ୍ଟ କରିଛି ।

ହାଇଦ୍ରାବାଦ: ସାମସଙ୍ଗ ଗାଲାକ୍ସି ଏସ୍ 20 ସିରିଜର ସୁପର-ସ୍ମୁଥ୍ ସ୍କ୍ରୋଲିଂ ଡିସପ୍ଲେ, ଏଲ-ପାୱାର୍ କ୍ୟାମେରା, ଉନ୍ନତ ଚିପସେଟ, ହାଇପର ଫାଷ୍ଟ କନେକ୍ଟିଭିଟି, ଅଲଡେ ବ୍ୟାଟେରୀ, ଏକ ଷ୍ଟ୍ରିମିଡ୍ ପ୍ରିମିୟମ୍ ଡିଜାଇନ୍ ସହିତ ଏକ୍ସପାଣ୍ଡେବୁଲ ଷ୍ଟୋରେଜ୍ ଫିଚର ଗୁଡିକୁ ସିଲେକ୍ଟ କରିଛି ।

ସାମସଙ୍ଗ ଇଲୋକଟ୍ରନିକ୍ସର ମୁଖ୍ୟ ଡ. ଟିଏମ ରୋହ କହିଛନ୍ତି ଯେ, ଆମେ କ୍ରମାଗତ ଭାବରେ ଆମର ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଛୁ ଏବଂ ସେମାନଙ୍କର ମତାମତ ନେଉଛୁ । ଏଥିସହ ଆମର ଗାଲାକ୍ସି ଏସ୍ -20 ସିରିଜ୍ ବିଷୟରେ ସେମାନେ କ’ଣ ଅଧିକ ଭଲ ପାଉଛନ୍ତି ଏବଂ କେଉଁ ଫିଚରଗୁଡିକ ସେମାନେ ଅଧିକାଂଶ ସମୟରେ ବ୍ୟବହାର କରୁଛନ୍ତି ଏବଂ ଏକ ନୂଆ ସ୍ମାର୍ଟଫୋନରେ ଦେଖିବାକୁ ଚାହୁଁଛନ୍ତି ବୋଲି ଆମେ ଶୁଣିଛୁ।

ଚଳିତ ବର୍ଷ ଅକ୍ଟୋବର 2 ଠାରୁ ଗାଲାକ୍ସି S20 ଏଫଇ ସାମସଙ୍ଗ ଡଟ୍ କମ୍, କୋରିଆର ଏବଂ ରିଟେଲର ମାନଙ୍କ ପାଇଁ ଉପଲବ୍ଧ ହେବ । ଗାଲାକ୍ସି S20 ଏଫଇ 5G ଏବଂ S20 ଏଫଇ ପାଇଁ ପ୍ରି-ଅର୍ଡର ସେପ୍ଟେମ୍ବର 23 ଠାରୁ ସାମସଙ୍ଗ ଡଟ୍ କମ୍ ରେ ଆରମ୍ଭ ହୋଇଥିଲା।

ସାମସଙ୍ଗ ଗାଲାକ୍ସି ଏସ 20 ଏଫଇର ଫିଚର ଏବଂ ସ୍ପେସିଫିକେସନ

ସାମସଙ୍ଗ ଗାଲାକ୍ସି ଏସ 20 ଏଫଇରେ ଆପଣ ପ୍ରୋ-ଗ୍ରେଡ୍ କ୍ୟାମେରା ସହିତ 32MP ସେଲଫି କ୍ୟାମେରା ପାଇପାରିବେ । ଏଥିସହ ଟେଟ୍ରା-ବିନ୍ନିଂ ଟେକ୍ନୋଲୋଜି ଏଥିରେ ଉପଲବ୍ଧ । ଯାହା ଆପଣଙ୍କୁ ତୁରନ୍ତ ଏକ ଭଲ ଫଟୋ ଉଠାଇବାର ସକ୍ଷମ ହୋଇଥାଏ । ଏଥିରେ ଆପଣ ମଲ୍ଟି ଫ୍ରେମ୍ ପ୍ରୋସେସିଙ୍ଗ ସହିତ କମ ସେନ୍ସର ସହିତ ଭଲ ଫଟୋ ଉଠାଇ ପାରିବେ

ପାୱାର 30X ସ୍ପେସ୍ ଜୁମ୍ 3 ଆପଣଙ୍କୁ ସଟ୍କୁ କ୍ୟାପଚର କରିବାକୁ ଯଥେଷ୍ଟ ନିକଟତର ହେବାକୁ ଦିଏ । ଭଲ ଫଟୋ ଏବଂ ଭିଡିଓ କରିବା ପାଇଁ ଏହା ସହାୟକ ହୋଇଥାଏ । ଏଥିରେ ଏକ ପ୍ରିମିୟମ୍ ଟେକ୍ସଚର୍ଡ୍ ହେଜ୍ ଇଫେକ୍ଟ ଫିଚର ଅଛି । ଯାହା ଫିଙ୍ଗର ପ୍ରିଣ୍ଟ ଏବଂ ସ୍ମୁଡ୍କୁ କମ୍ କରିଥାଏ । ଏହାର ଏକ ଉନ୍ନତ ପ୍ରୋସେସର ଏବଂ 5G କନେକ୍ଟଭିଟି ଅଛି । ଯାହାକି ଏକ ସିମଲେସ ଅଭିଜ୍ଞତା ପ୍ରାପ୍ତ କରାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.