ETV Bharat / international

Russia Ukraine War: NATOରେ ଯୋଗ ଦେବନି ୟୁକ୍ରେନ

author img

By

Published : Mar 15, 2022, 9:52 PM IST

ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଆଜି ୨୦ ଦିନ ପୂରିଛି । ଏପଟେ ଦୁଇ ଦେଶ ମଧ୍ୟରେ ହୋଇଥିବା ୪ର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ମଧ୍ୟ ଗତକାଲି ଅସଫଳ ହୋଇଛି । ଅଧିକ ପଢନ୍ତୁ

Russia Ukraine War: ୟୁକ୍ରେନ ନାଟୋରେ ଯୋଗ ଦେବନି
Russia Ukraine War: ୟୁକ୍ରେନ ନାଟୋରେ ଯୋଗ ଦେବନି

ନୂଆଦିଲ୍ଲୀ: ଋଷିଆ ଓ ୟୁ୍କ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଆଜି ୨୦ ଦିନ ପୂରିଛି । ଏପଟେ ଦୁଇ ଦେଶ ମଧ୍ୟରେ ହୋଇଥିବା ୪ର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ମଧ୍ୟ ଗତକାଲି ଅସଫଳ ହୋଇଛି । ମାତ୍ର କିଭ୍‌ ଦଖଲ ଲାଗି ଋଷ ଆରମ୍ଭ କରି ଦେଇଛି ଜବରଦସ୍ତ ଆକ୍ରମଣ ।

ଏହା ବି ପଢନ୍ତୁ:Ukraine-Russia War: ଯୁଦ୍ଧ ଜାରି ରହିଲେ ୩୫% ଯାଏଁ ଖସିବ ୟୁକ୍ରେନ ଅର୍ଥନୀତି

ଅନ୍ୟପଟେ ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ନାଟୋରେ ମିଶେବ ନାହିଁ ବୋଲି କହିଛନ୍ତି । ଏଥିସହ ଜେଲେନସ୍କି କହିଛନ୍ତି ୟୁକ୍ରେନ ନିଶ୍ଚିତ ଭାବରେ ଏହା ଗ୍ରହଣ କରିବା ସହ ନାଟୋରେ ଯୋଗ ଦେବ ନାହିଁ । ଏହା ସହିତ ଆସନ୍ତା ମଙ୍ଗଳବାର ଆଉ ଏକ ଶାନ୍ତି ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.