ETV Bharat / international

ଋଷ ଖୋଲିଛି ୧୪ ସୈନ୍ୟ ନିଯୁକ୍ତି କେନ୍ଦ୍ର: ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ

author img

By

Published : Mar 14, 2022, 6:45 AM IST

ଋଷ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ୟୁ୍କ୍ରେନ । ଋଷ ସେନାରେ ସାମିଲ ପାଇଁ ୧୪ଟି ସୈନ୍ୟ ନିଯୁକ୍ତି କେନ୍ଦ୍ର ଖୋଲିଥିବା କହିଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଋଷ ଖୋଲିଛି ୧୪ ସୈନ୍ୟ ନିଯୁକ୍ତି କେନ୍ଦ୍ର: ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ
ଋଷ ଖୋଲିଛି ୧୪ ସୈନ୍ୟ ନିଯୁକ୍ତି କେନ୍ଦ୍ର: ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ

କିଭ୍‌: ଋଷ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ୟୁ୍କ୍ରେନ । ଋଷ ସେନାରେ ସାମିଲ ପାଇଁ ୧୪ଟି ସୈନ୍ୟ ନିଯୁକ୍ତି କେନ୍ଦ୍ର ଖୋଲିଥିବା କହିଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ । ତେବେ ଏହି ସବୁ ସୈନ୍ୟ ନିଯୁକ୍ତି କେନ୍ଦ୍ର ସିରିଆରେ ଋଷ ଖୋଲିଥିବା ୟୁକ୍ରେନ ଦାବି କରିଛି ।

ସେହିପରି ଲିବିଆରେ ମଧ୍ୟ ସୈନ୍ୟ ପ୍ରଶିକ୍ଷଣ କେନ୍ଦ୍ର ଋଷ ଖୋଲିଥିବା ୟୁକ୍ରେନ ଅଭିଯୋଗ କରିଛି । ଏହି ରିପୋର୍ଟ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁଇନ୍ଦା ନିର୍ଦ୍ଦେଶକ ପକ୍ଷରୁ ଜାରି ହୋଇଛି । ଏପଟେ ଋଷର ୟୁକ୍ରେନ ଉପରେ ବିଭିନ୍ନ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.