ETV Bharat / city

କିରୋସିନ ଗୋଦାମରେ କଳାବଜାରୀ, ଚଢାଉ କଲା STF

author img

By

Published : Sep 13, 2020, 8:21 AM IST

2400 liter kerosine sized in sambalpur
କିରୋସିନ ଗୋଦାମ ଉପରେ ଏସଟିଏଫର ଚଢାଉ

କିରୋସିନ ଗୋଦାମ ଉପରେ ଏସଟିଏଫର ଚଢାଉ । 2400 ଲିଟର କିରାସିନ ସହ 2,85,910 ଟଙ୍କା ଜବତ । ଅଧିକ ପଢନ୍ତୁ....

ସମ୍ବଲପୁର: କିରୋସିନ ଗୋଦାମ ଉପରେ ଏସଟିଏଫର ଚଢ଼ାଉ । ସମ୍ବଲପୁର ବୈଷ୍ଣବ ଝୁଲି ସ୍ଥିତ ପବିତ୍ର ସାହୁଙ୍କ କିରୋସିନ ଗୋଦାମ ଉପରେ ଏସଟିଏଫ ପକ୍ଷରୁ ଚଢାଉ କରାଯାଇଛି । 2400 ଲିଟର କିରାସିନ ସହ 2,85,910 ଟଙ୍କା ଜବତ ହୋଇଛି।

କିରୋସିନ ଗୋଦାମ ଉପରେ ଏସଟିଏଫର ଚଢାଉ

ଏହି କିରୋସିନ କଳାବଜାରୀ ପାଇଁ ରଖା ହୋଇଥିବା ଅଭିଯୋଗ ହୋଉଛି। ଏନେଇ ସମ୍ବଲପୁର ରେଢାଖୋଲ ଥାନାରେ ଏକ ମାମଲା ରୁଜୁ ହୋଇଛି। ବିଶିଷ୍ଟ ସୂତ୍ରରୁ ଖବର ପାଇ ଏହି ରେଡ ହୋଇଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.