ETV Bharat / city

ବ୍ରାହ୍ମଣୀ ନଦୀରେ ଭାସୁଛି ଅଚିହ୍ନା ଯୁବତୀର ମୃତଦେହ

author img

By

Published : Oct 11, 2019, 10:57 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ରାଉରକେଲା ବ୍ରାହ୍ମଣୀ ନଦୀରେ ଜଣେ ଅଚିହ୍ନା ଯୁବତୀର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହ ଉଦ୍ଧାର କରାଯାଇନାହିଁ । ଅଧିକ ପଢନ୍ତୁ......

ରାଉରକେଲା: ବ୍ରାହ୍ମଣୀ ନଦୀରେ ଭାସୁଛି ଅଚିହ୍ନା ଯୁବତୀର ମୃତଦେହ । ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ନରେନ୍ଦ୍ର ବାଲୁଘାଟ ନିକଟରେ ଜଣେ ଅଚିହ୍ନା ଯୁବତୀର ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି।

ବ୍ରାହ୍ମଣୀ ନଦୀରେ ଭାସୁଛି ଅଚିହ୍ନା ଯୁବତୀର ମୃତ ଦେହ

ସୂଚନା ମୁତାବକ ରାଉରକେଲାରୁ ବାହାରି ଥିବା ବ୍ରାହ୍ମଣୀ ନଦୀରେ ମୃତଦେହ ପାଣିରେ ମୁହଁ ମାଡି ଭାସୁଥିବା ବେଳେ ଏକ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ମୃତଦେହ ଜଣେ ଯୁବତୀର ହୋଇଥିବା ବେଳେ ବୟସ ପାଖାପାଖି ୨୫ ରୁ ୨୬ ମଧ୍ୟରେ ହେବ । ତେବେ ସନ୍ଧ୍ୟା ହୋଇଯାଇଥିବାରୁ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ ।

ରାଉରକୋଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ବ୍ରାହ୍ମଣୀ ନଦୀରେ ଭାସୁଛି ଅଚିହ୍ନା ଯୁବତୀର ମୃତ ଦେହ।

ରାଉରକେଲା- ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ନରେନ୍ଦ୍ର ବାଲୁଘାଟ ପାଖରେ ଜଣେ ଅଚିହ୍ନା ଯୁବତୀର ମୃତ୍ୟୁ ଦେହ ନଦୀ ଜଳରେ ଭାସୁଥିବା ଦେଖିବାକୁ ମିଳିଛି।

Body:ସୂଚନା ମୁତାବକ ରାଉରକେଲା ରୁ ବାହାରି ଥିବା ବ୍ରାହ୍ମଣୀ ନଦୀର ଜଳରେ ନରେନ୍ଦ୍ର ବାଲିଘାଟ ପାଖରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଖବର ପ୍ରଘଟ ହେବାରୁ ସ୍ଥାନୀୟ ବଣାଇ ପୁଲିସ ଖବର ଦିଆଯାଇଥିଲେ ହେଁ ସନ୍ଧ୍ୟା ହୋଇଯାଇଥିବାରୁ ମୃତ୍ୟୁ ଦେହ ଉଦ୍ଧାର କରାଯାଇପାରିନାହିଁ।

Conclusion:ମୃତ୍ୟୁ ଦେହ ପାଣିରେ ମୁହଁ ମାଡି ଭାସୁଥିବା ବେଳେ ଏକ ଜିନ୍ସ ପେଣ୍ଟ ପିନ୍ଧିଥିବା ଦେଖିବାକୁ ମିଳେ ମୃତ ଦେହ ଜଣେ ଯୁବତୀ ହୋଇଥିବା ବେଳେ ବୟସ ପାଖାପାଖି ୨୫ ରୁ ୨୬ ମଧ୍ୟରେ ହେଉଥିବା ଅନୁମାନ କରାଯାଏ। ମୃତ୍ୟୁ ଦେହ ଉଦ୍ଧାର ହୋଇନଥିବାରୁ ମୃତ୍ୟୁ ଶବର ପରିଚୟ ମିଳିପାରିନାହିଁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.