ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 689 କୋରୋନା ଆକ୍ରାନ୍ତ

author img

By

Published : Sep 10, 2021, 7:56 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ 689 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 689 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 689 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 548ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶୁକ୍ରବାର) ରାଜ୍ୟରେ 689 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 246 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 548 ଜଣ ସୁସ୍ଥ ହୋଇଛନ୍ତି ।

  • The total recovered cases of Odisha now stand at 1000548

    — H & FW Dept Odisha (@HFWOdisha) September 10, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 103, ପୁରୀରୁ 28, ଅନୁଗୋଳରୁ 12, ବରଗଡ଼ରୁ 1, ଯାଜପୁରରୁ 27, ମୟୂରଭଞ୍ଜରୁ 22, ବଲାଙ୍ଗୀର 4, ରାୟଗଡ଼ାରୁ 7, ଗଞ୍ଜାମରୁ 6, ଢେଙ୍କାନାଳରୁ 15, କେନ୍ଦୁଝରରୁ 12, ନୟାଗଡ଼ରୁ 15, ଜଗତସିଂହପୁରରୁ 17, ଝାରସୁଗୁଡାରୁ 3, କୋରାପୁଟରୁ 2, ବାଲେଶ୍ବରରୁ 22, ଭଦ୍ରକରୁ 18, ଦେବଗଡ଼ରୁ 7, ସୁନ୍ଦରଗଡରୁ 19, କନ୍ଧମାଳରୁ 5, ମାଲକାନଗିରିରୁ 12 ଓ ଷ୍ଟେଟ୍‌ ପୁଲ୍‌ରୁ 57 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • Another 689 Covid patients have recovered and are being discharged on 10.09.2021

    246 from Khordha
    103 from Cuttack
    28 from Puri
    27 from Jajapur
    22 from Baleswar
    22 from Mayurbhanj
    19 from Sundargarh
    18 from Bhadrak
    17 from Jagatsinghpur
    16 from Sambalpur
    15 from Dhenkanal

    — H & FW Dept Odisha (@HFWOdisha) September 10, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.