ETV Bharat / city

ଭାରତ ବନ୍ଦ ବେଳେ ଭଙ୍ଗାରୁଜା ! 19 କଂଗ୍ରେସ କର୍ମୀ ଗିରଫ

author img

By

Published : Dec 8, 2020, 10:15 PM IST

Updated : Dec 8, 2020, 10:51 PM IST

ବନ୍ଦ ବେଳେ ଭଙ୍ଗାରୁଜା ଅଭିଯୋଗ , 19 କଂଗ୍ରେସ କର୍ମୀ ଗିରଫ
ବନ୍ଦ ବେଳେ ଭଙ୍ଗାରୁଜା ଅଭିଯୋଗ , 19 କଂଗ୍ରେସ କର୍ମୀ ଗିରଫ

ଭାରତ ବନ୍ଦ ବେଳେ ଭଙ୍ଗାରୁଜା କରିବା ଅଭିଯୋଗରେ 19 କଂଗ୍ରେସ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବାଦାମବାଡି ପୋଲିସ । ପଢନ୍ତୁ ଅଧିକ......

କଟକ: ମହଙ୍ଗା ପଡିଲା ଭାରତ ବନ୍ଦବେଳେ ଭଙ୍ଗାରୁଜା କରିବା । ଭଙ୍ଗାରୁଜା କରିଥିବା ଅଭିଯୋଗରେ 19 କଂଗ୍ରେସ କର୍ମୀଙ୍କୁ ଗିରଫ କଲା କଟକ ବାଦାମବାଡି ପୋଲିସ । ଗିରଫ କର୍ମୀଙ୍କ ମଧ୍ୟରେ କଂଗ୍ରେସ ନେତ୍ରୀ ଗିରିବାଳା ବେହେରା ଥିବା ସୂଚନା ରହିଛି । ଗିରଫ ସମସ୍ତ କଂଗ୍ରେସ କର୍ମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବନ୍ଦ ବେଳେ ଭଙ୍ଗାରୁଜା ଅଭିଯୋଗ , 19 କଂଗ୍ରେସ କର୍ମୀ ଗିରଫବନ୍ଦ ବେଳେ ଭଙ୍ଗାରୁଜା ଅଭିଯୋଗ , 19 କଂଗ୍ରେସ କର୍ମୀ ଗିରଫ

ଆଜି ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀମାନେ ଏକ ଏଟିଏମରେ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ କ୍ରମେ କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କ ସମେତ ୧୯ ଜଣ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Dec 8, 2020, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.