ETV Bharat / city

ବାଲିଯାତ୍ରା ପଡିଆ ବୁଲି କାମ ପରଖିଲେ ଆରଡିସି

author img

By

Published : Oct 29, 2019, 7:27 PM IST

ବାଲିଯାତ୍ରା ପଡିଆ ବୁଲି କାମ ପରଖିଲେ ଆରଡିସି

ବାଲିଯାତ୍ରା ପଡିଆ ବୁଲିଲେ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲ । ସମସ୍ତ କାମ ସଠିକ ଢ଼ଙ୍ଗରେ ଚାଲିଛି କି ନାହିଁ ତାହାର ତଦାରଖ କରିଛନ୍ତି । ଅଧିକ ଖବର ପଢନ୍ତୁ...

କଟକ: ବାଲିଯାତ୍ରା ପଡିଆ ବୁଲିଲେ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲ । କେଉଁ କାମ କେତେ ବାଟ ଆଗେଇଛି ଓ ସମସ୍ତ ବିଭାଗ ସୂଚାର ରୂପେ କାର୍ଯ୍ୟ କରୁଛନ୍ତି କି ନାହିଁ ତାକୁ ଆଜି ପରଖି ଦେଖିଛନ୍ତି ଆରଡ଼ିସି ।

ବାଲିଯାତ୍ରା ପଡିଆ ବୁଲି କାମ ପରଖିଲେ ଆରଡିସି

ଆରଡିସିଙ୍କ କହିବାନୁଯାୟୀ , ସମସ୍ତ କାମ ସଠିକ ଢ଼ଙ୍ଗରେ ଚାଲିଛି। ଏହାସହିତ ଜିଲ୍ଲା ପ୍ରଶାସନ ମଧ୍ୟ ଅନେକ ନୂଆ ନୂଆ ବିଷୟ ହାତକୁ ନେଇଛି। ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବାଲିଯାତ୍ରା ପଡିଆ ବୁଲିଲେ ଆଏଡିସି ଅନୀଲ କୁମାର ସାମଲ । କେଉଁ କାମ କେତେ ବାଟ ଆଗେଇଛି ଓ ସମସ୍ତ ବିଭାଗ ସୁଚାର ରୂପେ କାର୍ଯ୍ୟ କରୁଛନ୍ତି କି ନାହିଁ ତାକୁ ଆଜି ପରଖି ଛନ୍ତି ଆରଡ଼ିସି ।

ଆରଡିସି ଙ୍କ କହିବାନୁଯାୟୀ , ସମସ୍ତ କାମ ସଠିକ ଢ଼ଙ୍ଗରେ ଚାଲିଛି । ଏହାସହିତ ଜିଲା ପ୍ରଶାସନ ମଧ୍ୟ ଅନେକ ନୂଆ ନୂଆ ବିଷୟ ହାତକୁ ନେଇଛି । ଯାହା ସ୍ୱାଗତ ଯୋଗ୍ୟ ।



Body:ବାଇଟ: ଅନୀଲ କୁମାର ସାମଲ( ଆରଡିସି)


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.