ETV Bharat / city

ଗୁରୁବାର ହେବ ଅତିରିକ୍ତ SP ତ୍ରିନାଥ ମିଶ୍ର ଜାମିନ୍‌ ଆବେଦନର ଶୁଣାଣି

author img

By

Published : Feb 21, 2022, 10:10 PM IST

ଗୁରୁବାର ହେବ ଅତିରିକ୍ତ SP ତ୍ରିନାଥ ମିଶ୍ର ଜାମିନ୍‌ ଆବେଦନର ଶୁଣାଣି
ଗୁରୁବାର ହେବ ଅତିରିକ୍ତ SP ତ୍ରିନାଥ ମିଶ୍ର ଜାମିନ୍‌ ଆବେଦନର ଶୁଣାଣି

କମ୍ୟୁନିକେସନ ବିଭାଗର ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଗିରଫ ମାମଲାରେ ଆଜି ହୋଇ ପାରିଲା ନାହିଁ ଜାମିନ୍‌ ଆବେଦନର ଶୁଣାଣି । ଭିଜିଲାନ୍ସ ପକ୍ଷରୁ ଅପ ଟୁ ଡେଟ କେସ ଡାଏରୀ ଦାଖଲ ହୋଇ ପାରି ନ ଥିବାରୁ ଆଜି ଶୁଣାଣି ହୋଇ ପାରି ନଥିଲା । ଅଧିକ ପଢନ୍ତୁ

କଟକ: ଯୋଗାଯୋଗ ବିଭାଗର ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଗିରଫ ମାମଲାର ଆଜି ବି ହୋଇ ପାରିଲା ନାହିଁ ଜାମିନ୍‌ ଆବେଦନର ଶୁଣାଣି । ଭିଜିଲାନ୍ସ ପକ୍ଷରୁ ଅପ୍‌ ଟୁ ଡେଟ୍‌ କେସ ଡାଏରୀ ଦାଖଲ ହୋଇ ପାରି ନ ଥିବାରୁ ଆଜି ଶୁଣାଣି ହୋଇ ପାରିନାହିଁ । ତେବେ ଆସନ୍ତା ଗୁରୁବାର ଦିନ ତ୍ରିନାଥ ମିଶ୍ରଙ୍କ ଜାମିନ୍‌ ଆବେଦନର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥ ମିଶ୍ରଙ୍କୁ ଭିଜିଲାନ୍ସ ବିଭାଗ ଗତ ୧୬ ତାରିଖରେ ଗିରଫ କରି କୋର୍ଟ ଚାଲଣ କରିଥିଲା । ସେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.