ETV Bharat / city

ଜାଗୃତି ଶୁକ୍ଳାଙ୍କ ନାଁରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

author img

By

Published : Feb 10, 2022, 6:47 PM IST

ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା । ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଜାଗୃତି ତାଙ୍କର ମାନହାନୀ କରିଥିବା ନେଇ ବର୍ଷା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଜାଗୃତି ଶୁକ୍ଳାଙ୍କ ନାଁରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
ଜାଗୃତି ଶୁକ୍ଳାଙ୍କ ନାଁରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ : ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା । ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଜାଗୃତି ତାଙ୍କର ମାନହାନୀ କରିଥିବା ନେଇ ବର୍ଷା ଅଭିଯୋଗ କରିଛନ୍ତି ।

ଏହାବି ପଢନ୍ତୁ : ନାସିକର ପବିତ୍ର ରାମକୁଣ୍ଡରେ ସ୍ବର ସାମ୍ରାଜ୍ଞୀଙ୍କ ଅସ୍ଥି ବିସର୍ଜନ

ଗତ କିଛି ଦିନ ତଳେ ସାମ୍ବାଦିକା ଜାଗୃତି ବର୍ଷାଙ୍କ ନାଁ ନ ନେଇ କଟାକ୍ଷ କରିଥିଲେ। ଜଣେ ସାଂସଦଙ୍କ ପତ୍ନୀ ମିଥ୍ୟା ପ୍ରମାଣ ପତ୍ର ଦେଇ ଥିବା କଥା ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ। ଯାହାକୁ ନେଇ ଅଭିନେତ୍ରୀ ବର୍ଷା ଆଜି(ଗୁରୁବାର ) ଥାନାରେ ଏତଲା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.