ETV Bharat / city

ଓଡିଆ ଫିଲ୍ମ ‘ଲଭ ୟୁ ପ୍ରିୟା’ର ଶୁଭମହୁରତ

author img

By

Published : Jul 26, 2019, 9:46 PM IST

ଜେଏଚବି ଏଣ୍ଟରଟେଣ୍ଟମେଣ୍ଟର ପ୍ରଥମ ଅବଦାନରେ ବଡ଼ ପାରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ଲଭ ୟୁ ପ୍ରିୟା’। ଭୁବନେଶ୍ବର ସ୍ଥିତ ଧର୍ମ ବିହାର ଜଗନ୍ନାଥ ମନ୍ଦିରରେ ଓଡିଆ ଫିଲ୍ମ ‘ଲଭ ୟୁ ପ୍ରିୟା’ର ଶୁଭମହୁରତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବଡ଼ ପରଦାରେ ନଜର ଆସିବେ ଦୁଇ ନବାଗତ ଯୋଡି ସେହମ ଓ ମହିମା । ଜେଏଚବି ଏଣ୍ଟରଟେଣ୍ଟମେଣ୍ଟର ପ୍ରଥମ ଅବଦାନରେ ବଡ଼ ପାରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ଲଭ ୟୁ ପ୍ରିୟା’ । ଆଜି ଭୁବନେଶ୍ବର ସ୍ଥିତ ଧର୍ମ ବିହାର ଜଗନ୍ନାଥ ମନ୍ଦିରରେ ଏହାର ଶୁଭ ମହୁରତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଫିଲ୍ମର ମୁଖ୍ୟ ଅଭିନେତା ଭାବରେ ନଜର ଆସିବେ ସେହମ ଓ ଅଭିନେତ୍ରୀ ମହିମା । ଅନ୍ୟ ପଟେ ଚଳଚ୍ଚିତ୍ରର ପ୍ରଜେଜନା ଦାଇତ୍ବ ତୁଲାଇଛନ୍ତି ଜୟ ସେନ । ସେପଟେ କାହାଣୀ ସହିତ ସଂଳାପର ଭାର ସମ୍ଭାଳିଛନ୍ତି ଆଶୁତୋଷ ବାରିକ । ଠିକ ସେଭଳି ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ବ ନେଇଛନ୍ତି ଅଶେଷ । ଖୁବ ଶୀଘ୍ର ଫିଲ୍ମଟି ରିଲିଜ ହେବ ଏବଂ ଦର୍ଶକଙ୍କୁ ଫିଲ୍ମ ମାଧ୍ୟମରେ ମିଳିବ ବହୁତ ବଡ ଉପହାର ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଫିଲ୍ମ ଲଭ ୟୁ ପ୍ରିୟା ର ଶୁଭୁମୂହୁରତBody:ବଡ଼ ପରଦା ରେ ନଜର ଆସିବେ ଦୁଇ ନବାଗତ ଯୋଡି ସେହମ ଓ ମହିମା। ଜେଏଚବି ଏଣ୍ଟର ଟେଂମେଣ୍ଟ ର ପ୍ରଥମ ଅବଦାନ ରେ ବଡ଼ ପାରଦା କୁ ଆସିବ ଓଡ଼ିଆ ଫିଲ୍ମ ଲଭ ୟୁ ପ୍ରିୟ। ଆଜି ଭୁବନେଶ୍ୱର ସ୍ଥିତ ଧର୍ମ ବିହାର ଜଗନ୍ନାଥ ମନ୍ଦିର ରେ ଏହାର ଶୁଭ ମୁହୂରତ ହୋଇ ଥିବା ବେଳେ ଏହି ଫିଲ୍ମ ମୁଖ୍ୟ ଅଭିନେତା ଭାବରେ ନଜର ଆସିବେ ସେହମ ଓ ଆଣିନେତ୍ରୀ ମହିମା। ଅନ୍ୟ ପଟେ ଚଳଚିତ୍ର ର ପ୍ରଜେଜନା ଦାଇତ୍ୱ ତୁଲାଇଛନ୍ତି ଜୟ ସେନ ଓ କାହାଣୀ ସହିତ ସଂଳାପ ର ଭାର ସମ୍ଭାଳିଛନ୍ତି ଆଶୁତୋଷ ବାରିକ। ଠିକ ସେଭଳି ସଙ୍ଗୀତ ନିର୍ଦ୍ଦେଶନଅର ଦାଇତ୍ୱ ନେଇଛନ୍ତି ଅଶେଷ। ଖୁବ ଶୀଘ୍ର ଫିଲ୍ମ ଟି ରିଲିଜ ମଧ୍ୟ ହେବConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.