ETV Bharat / city

ଫନି ପାଇଁ କେମିତି ରହିଛି ଓଡ୍ରାଫ ଟିମର ପ୍ରସ୍ତୁତି, ପଢନ୍ତୁ

author img

By

Published : May 1, 2019, 11:57 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଫନି ପାଇଁ ଓଡ୍ରାଫ ଟିମ ପ୍ରସ୍ତୁତ। ଏଥିପାଇଁ ଭଦ୍ରକ ଅଭିମୁଖେ ଗସ୍ତ କରିଛନ୍ତି ଓଡ୍ରାଫର ୪ ଟିମ ।

ଭୁବନେଶ୍ବର: ସମ୍ଭାବ୍ୟ ଘୂର୍ଣ୍ଣିଝଡ ଫନି ପାଇଁ ଓଡ୍ରାଫ ଟିମ ପ୍ରସ୍ତୁତ। ଏଥିପାଇଁ ଭଦ୍ରକ ଅଭିମୁଖେ ଗସ୍ତ କରିଛନ୍ତି ଓଡ୍ରାଫର ୪ଟି ଟିମ । ଏହି ଟିମରେ 30 ଜଣ ଓଡ୍ରାଫ କର୍ମଚାରୀ ଅଛନ୍ତି । ସେମାନେ ବିଭିନ୍ନ ଉଦ୍ଧାର ଉପକରଣ ଓ ଯନ୍ତ୍ରାଂଶ ସାଥିରେ ନେଇ ଏହି ଟିମ ଭଦ୍ରକ ଅଭିମୁଖେ ବାହାରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ତେବେ କିଭଳି ରହିଛି ଏମାନଙ୍କ ପ୍ରସ୍ତୁତି, ଫନି ମୁକାବିଲା ପାଇଁ କି କି ସରଞ୍ଜାମ ସାଥିରେ ନେବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କିଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ଅଧିକ ଓଡ୍ରାଫ ଟିମଙ୍କ ସହ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି ।

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.