ETV Bharat / city

ଅନ୍ୟାସୀପୁର ନାବାଳିକା ହତ୍ୟା ଘଟଣା: ଯାଜପୁର ଏସପିଙ୍କୁ NHRCଙ୍କ ରିପୋର୍ଟ ତଲବ

author img

By

Published : May 19, 2022, 12:50 PM IST

ଅନ୍ୟାସୀପୁର ନାବାଳିକା ହତ୍ୟା ଘଟଣା:ଯାଜପୁର ଏସପିଙ୍କୁ ରିପୋର୍ଟ ମାଗିଲେ NHRC
ଅନ୍ୟାସୀପୁର ନାବାଳିକା ହତ୍ୟା ଘଟଣା:ଯାଜପୁର ଏସପିଙ୍କୁ ରିପୋର୍ଟ ମାଗିଲେ NHRC

ଯାଜପୁର ଅନ୍ୟାସୀପୁର ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲା । ଏହି ଘଟଣାରେ ହସ୍ତକ୍ଷପ କରିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC) । ଅଧିକ ପଢନ୍ତୁ

ଭୁବନେଶ୍ବର: ଯାଜପୁର ଅନ୍ୟାସୀପୁର ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲା । ଏହି ଘଟଣାରେ ହସ୍ତକ୍ଷପ କରିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC) । ୮ ସପ୍ତାହ ମଧ୍ୟରେ ତଦନ୍ତ ଷ୍ଟାଟସ ରିପୋର୍ଟ ଦେବାକୁ ଯାଜପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ । ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ ଗତ ଏପ୍ରିଲ 30ରେ ମାମଲାରେ ଉପଯୁକ୍ତ ତଦନ୍ତ ଦାବି କରି NHRCରେ ଆବେଦନ କରିଥିଲେ ।

ଅନ୍ୟାସୀପୁର ନାବାଳିକା ହତ୍ୟା ଘଟଣା:ଯାଜପୁର ଏସପିଙ୍କୁ ରିପୋର୍ଟ ମାଗିଲେ NHRC

ଜାତୀୟ ମାନବ ଅଧିକାର କମିଶନ(NHRC) ଘଟଣାକୁ ଗୁରୁତର ସହ ନେଇ ଯାଜପୁର ଏସପିଙ୍କୁ ଘଟଣାର ତଦନ୍ତ ରିପୋର୍ଟ ମାଗିଛନ୍ତି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଗତ ଫେବୃଆରୀ ୧୭ତାରିଖରେ କିଛି ଦୃବୃର୍ତ୍ତ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରିଦେଇଥିବା ଅଭିଯୋଗ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.