ETV Bharat / city

ରାଜ୍ୟକୁ ଆବଣ୍ଟିତ ଧାର୍ଯ୍ୟ ପରିମାଣ ଠାରୁ ମିଳିଛି କମ ସାର: ଅରୁଣ

author img

By

Published : Jun 21, 2021, 8:49 PM IST

minister arun sahoo letter to center for fertilizer
ରାଜ୍ୟକୁ ଆବଣ୍ଟିତ ଧାର୍ଯ୍ୟ ପରିମାଣ ଠାରୁ ମିଳିଛି କମ ସାର

ଧାର୍ଯ୍ୟ ଆବଣ୍ଟିତ ପରିମାଣର ସାର ଅଭାବକୁ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ....

ଭୁବନେଶ୍ବର: ସାର ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ । ଚଳିତ ଖରିଫ ଋତୁରେ ରାଜ୍ୟରେ ଧାର୍ଯ୍ୟ ଆବଣ୍ଟିତ ପରିମାଣର ସାର ଅଭାବକୁ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡାଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ।

minister arun sahoo letter to center for fertilizer
ରାଜ୍ୟକୁ ଆବଣ୍ଟିତ ଧାର୍ଯ୍ୟ ପରିମାଣ ଠାରୁ ମିଳିଛି କମ ସାର

ଚଳିତ ଖରିଫରେ ରାଜ୍ୟକୁ ଧାର୍ଯ୍ୟ ଆବଣ୍ଟିତ ପରିମାଣଠାରୁ କମ ସାର ଯୋଗାଣ ହୋଇଥିବା ପରିପ୍ରେକ୍ଷୀରେ ତୁରନ୍ତ ସମୁଦାୟ ସାର ଯୋଗାଇ ଦେବାପାଇଁ କେନ୍ଦ୍ର ରସାୟନ ସାର ମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟକୁ ୟୁରିଆ ସହ ଡିଏପି, ଏମଓପି,ଏନପିକେ ସାର କମ ମିଳିଥିବା ଚିଠିରେ ମନ୍ତ୍ରୀ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.