ETV Bharat / city

ମନୀଷ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

author img

By

Published : Oct 21, 2021, 9:53 PM IST

ମନୀଷ ମୃତ୍ୟୁ ପ୍ରସଙ୍ଗ: ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ
ମନୀଷ ମୃତ୍ୟୁ ପ୍ରସଙ୍ଗ: ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

ମନୀଷ ମୃତ୍ୟୁ ପ୍ରସଙ୍ଗରେ ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ । ହତ୍ୟାକାଣ୍ଡ ସମ୍ପର୍କରେ ତଥ୍ୟ ଲୁଚାଇବା ସନ୍ଦେହ ହେଉଥିବାରୁ ହେବ ଲାଏ ଡିଟେକ୍ସନ। ଆବଶ୍ୟକ ପଡ଼ିଲେ ପୁଣି ଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ। ଅଧିକ ପଢନ୍ତୁ...

ଭୁବନେଶ୍ବର: ମନୀଷ ମୃତ୍ୟୁ ପ୍ରସଙ୍ଗରେ ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ । ହତ୍ୟାକାଣ୍ଡ ସମ୍ପର୍କରେ ତଥ୍ୟ ଲୁଚାଇବା ସନ୍ଦେହ ହେଉଥିବାରୁ ହେବ ଲାଏ ଡିଟେକ୍ସନ । ଆବଶ୍ୟକ ପଡ଼ିଲେ ପୁଣି ଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ତଦନ୍ତରେ ବାଧା ସୃଷ୍ଟି ହେବା କାରଣରୁ ରିପୋର୍ଟରେ କ’ଣ ଅଛି ତାହା ଜଣା ପଡୁନାହିଁ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

ମନୀଷ ମୃତ୍ୟୁ ପ୍ରସଙ୍ଗ: ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

କୋର୍ଟ ଓ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଭିସେରା ରିପୋର୍ଟ ହସ୍ତଗତ ହୋଇନାହିଁ। ସେହିପରି ତିନି ଜଣ ଅଭିଯୁକ୍ତଙ୍କ ୪ ଦିନର ରିମାଣ୍ଡ ସରିଥିବାରୁ ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.