ETV Bharat / city

Petrol Diesel Price: ଜାଣନ୍ତୁ ରାଜ୍ୟର କେଉଁ ସହରରେ କେତେ ରହିଛି ଦର

author img

By

Published : Jun 29, 2022, 8:30 AM IST

know the petrol and diesel price of odisha
Petrol Diesel Price: ଜାଣନ୍ତୁ ରାଜ୍ୟର କେଉଁ ସହରରେ କେତେ ରହିଛି ଦର

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲା ମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର ।

ଆଜିର ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ବର 103.19 94.76
ଅନୁଗୋଳ 104.61 96.12
ବାଲେଶ୍ବର 103.18 94.76
କଟକ 103.54 95.10
ଗଞ୍ଜାମ 104.84 96.34
ପୁରୀ 103.25 94.81
ସମ୍ବଲପୁର 103.78 95.35
କେନ୍ଦ୍ରାପଡା 103.11 94.66
ବଲାଙ୍ଗୀର 104.95 96.46
ମାଲକାନଗିରି 108.92 100.30
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.