ETV Bharat / city

Petrol Diesel Price: ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

author img

By

Published : Jun 17, 2022, 8:34 AM IST

know the petrol and diesel price of odisha
Petrol Diesel Price: ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର: ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲା ମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲା ମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

  • ଭୁବନେଶ୍ବର 103. 63 95.18
  • ଅନୁଗୋଳ 104.79 96.32
  • ବାଲେଶ୍ବର 103.58 95.14
  • କଟକ 103.37 94.93
  • ଗଞ୍ଜାମ 104.95 96.45
  • ପୁରୀ 103.46 96.01
  • ସମ୍ବଲପୁର 103.61 95.19
  • କେନ୍ଦ୍ରାପଡା 103.54 95.07
  • ବଲାଙ୍ଗୀର 105.20 96.71
  • ମାଲକାନଗିରି 109.20 100.56
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.