ETV Bharat / city

Petrol Diesel Price: ଆଜିର ପେଟ୍ରୋଲ-ଡିଜେଲ ଦର

author img

By

Published : Jun 13, 2022, 8:40 AM IST

know the petrol and diesel price in odisha
Petrol Diesel Price: ଜାଣନ୍ତୁ କେଉଁଠି କେତେ ଦର

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି। ରାଜ୍ୟର ଭୁବନେଶ୍ବର ସମେତ ଅନେକ ଜିଲ୍ଲା ମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲା ମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

ଆଜିର ପେଟ୍ରୋଲ ଓ ଡିଜେଲ ଦର

  • ଭୁବନେଶ୍ବର 103.19 94.76
  • ଅନୁଗୋଳ 104.61 96.12
  • ବାଲେଶ୍ବର 103.60 95.17
  • କଟକ 103.58 95.13
  • ଗଞ୍ଜାମ 104.11 95.64
  • ପୁରୀ 103.46 95.01
  • ସମ୍ବଲପୁର 103.78 95.35
  • କେନ୍ଦ୍ରାପଡା 103.50 95.04
  • ବଲାଙ୍ଗୀର 105.77 97.27
  • ମାଲକାନଗିରି 109. 20 100.56
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.