ETV Bharat / city

ଲୋକସଭା ପ୍ରଶ୍ନକାଳରେ କେନ୍ଦ୍ରାପଡା ସାଂସଦ କଲେ ଏହି ପ୍ରଶ୍ନ...

author img

By

Published : Mar 17, 2020, 2:09 PM IST

Kendrapada mp
Kendrapada mp

ଲୋକସଭା ପ୍ରଶ୍ନକାଳରେ କେନ୍ଦ୍ରାପଡା ସାଂସଦ ପଶୁମତ୍ସ୍ୟ ସମ୍ପଦ ବିଭାଗ ଦ୍ବାରା ଯୋଡିତ ପ୍ରଶ୍ନ କଲେ । ଦେଖନ୍ତୁ ...

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାର କାର୍ଯ୍ୟବିଦ୍ଧୀ ଆରମ୍ଭ ହେବାମାତ୍ରେ ପ୍ରଶ୍ନକାଳରେ ପ୍ରଥମ ପ୍ରଶ୍ନ କରିବାର ସୁଯୋଗ ମିଳିଥିଲା ବିଡେଜି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ । ଅନୁଭବ ମତ୍ସ୍ୟ ପଶୁ ସମ୍ପଦ ବିଭାଗକୁ ନେଇ ମୂଳପ୍ରଶ୍ନ କରିବା ସହ ଅତିରିକ୍ତ ପ୍ରଶ୍ନମଧ୍ୟ ପଚାରିଥିଲେ । ଯାହାର ଉତ୍ତର ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଗିରିରାଜ ସିଂ । ସେହିପିର ଅତିରିକ୍ତ ପ୍ରଶ୍ନ ସାଂସଦ କେନ୍ଦ୍ରପଡା ଓ ପାରଦ୍ବୀପକୁ ନେଇ କରିଥିଲେ । ଦେଖନ୍ତୁ କଣ ପ୍ରଶ୍ନ କରୁଛନ୍ତି ମନ୍ତ୍ରୀ ଓ କଣ ଉତ୍ତର ଦେଉଛନ୍ତି ବିଭାଗୀୟ ମନ୍ତ୍ରୀ ।

ଲୋକସଭା ପ୍ରଶ୍ନକାଳରେ କେନ୍ଦ୍ରାପଡା ସାଂସଦ ଏହି ପ୍ରଶ୍ନକଲେ

ସୌଜନ୍ୟ ଲୌକସଭା-ଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.