ETV Bharat / city

STATE CORONA: ସୁସ୍ଥ ହେଲେ 598 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 267

author img

By

Published : Oct 8, 2021, 8:35 PM IST

STATE CORONA: ୨୪ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 598 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 267
STATE CORONA: ୨୪ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 598 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 267

ରାଜ୍ୟରେ ସୁସ୍ଥ ହେଲେ ଆଉ 598 କୋଭିଡ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 267 ସୁସ୍ଥ । ମୋଟ ସୁସ୍ଥ ସଂଖ୍ୟା 10 କୋଟି 17 ଲକ୍ଷ 17 ହଜାର 714 । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ ଆଉ 598 କୋଭିଡ ଆକ୍ରାନ୍ତ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 267 ଆକ୍ରାନ୍ତ ଥିବାବେଳେ କଟକରୁ 53, ମୟୂରଭଞ୍ଜରୁ 31, ଯାଜପୁରରୁ 28, ଜଗତସିଂହପୁରରୁ 23, ବାଲେଶ୍ବରରୁ 47, ପୁରୀରୁ 21, ସମ୍ବଲପୁରରୁ 11, ସୁନ୍ଦରଗଡରୁ 3, କେନ୍ଦ୍ରାପଡାରୁ 4 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

  • Another 598 Covid patients have recovered and are being discharged on 08.10.2021

    267 from Khordha
    53 from Cuttack
    47 from Baleswar
    31 from Mayurbhanj
    28 from Jajapur
    23 from Jagatsinghpur
    21 from Puri
    16 from Dhenkanal
    11 from Sambalpur
    7 from Anugul
    6 from Bolangir

    — H & FW Dept Odisha (@HFWOdisha) October 8, 2021 " class="align-text-top noRightClick twitterSection" data=" ">

ସେହିପରି ଅନୁଗୋଳରୁ ୭,ଗଞ୍ଜାମରୁ ୪, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୪,ଢେଙ୍କାନାଳରୁ ୧୬, କୋରାପୁଟରୁ ୩, ରାୟଗଡାରୁ ୪,ସୁବର୍ଣ୍ଣପୁରରୁ ୧ ବରଗଡରୁ ୨, ଦେବଗଡରୁ ୩,କାଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟ ପୋଲରୁ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦ଲକ୍ଷ ୧୭ହଜାର ୭୧୪ରେ ପହଞ୍ଚିଛି ।

  • 4 from Ganjam
    4 from Kendrapara
    4 from Keonjhar
    4 from Rayagada
    3 from Deogarh
    3 from Koraput
    3 from Sundargarh
    2 from Bargarh
    2 from Kandhamal
    1 from Jharsuguda
    1 from Kalahandi
    1 from Sonepur
    56 from State Pool

    The total recovered cases of Odisha now stand at 1017714

    — H & FW Dept Odisha (@HFWOdisha) October 8, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.