ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ ୫୭୪ କୋରୋନା ଆକ୍ରାନ୍ତ

author img

By

Published : Sep 8, 2021, 8:17 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ ୫୭୪ କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ୫୭୪ କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ ୫୭୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୬୫ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ ୫୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୦୫ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୯୯ ହଜାର ୧୬୫ ଜଣ ସୁସ୍ଥ ହୋଇଛନ୍ତି ।

  • 11 from Keonjhar
    10 from Boudh
    9 from Deogarh
    9 from Rayagada
    8 from Sundargarh
    7 from Bhadrak
    7 from Nayagarh
    6 from Ganjam
    5 from Kandhamal
    4 from Bargarh
    3 from Koraput
    2 from Sonepur
    48 from State Pool

    The total recovered cases of Odisha now stand at 999165

    — H & FW Dept Odisha (@HFWOdisha) September 8, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୫୦, ପୁରୀରୁ ୨୧, କେନ୍ଦ୍ରାପଡାରୁ ୨୮, ଅନୁଗୋଳରୁ ୧୭, ବରଗଡ଼ରୁ ୪, ଯାଜପୁରରୁ ୩୬, ମୟୂରଭଞ୍ଜରୁ ୨୦, ରାୟଗଡ଼ାରୁ ୯, ଗଞ୍ଜାମରୁ ୬, ଢେଙ୍କାନାଳରୁ ୧୪, କେନ୍ଦୁଝରରୁ ୧୧, ନୟାଗଡ଼ରୁ ୭, ଜଗତସିଂହପୁରରୁ ୧୧, କୋରାପୁଟରୁ ୩, ବାଲେଶ୍ବରରୁ ୩୧, ଭଦ୍ରକରୁ ୭, କେନ୍ଦ୍ରାପଡ଼ାରୁ ୨୮, ଦେବଗଡ଼ରୁ ୯, ସୁନ୍ଦରଗଡରୁ ୮, କନ୍ଧମାଳରୁ ୫, ବୌଦ୍ଧରୁ ୧୦ ଓ ଷ୍ଟେଟ୍‌ ପୁଲ୍‌ରୁ ୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • Another 574 Covid patients have recovered and are being discharged on 08.09.2021

    205 from Khordha
    50 from Cuttack
    36 from Jajapur
    31 from Baleswar
    28 from Kendrapara
    21 from Puri
    20 from Mayurbhanj
    17 from Anugul
    14 from Dhenkanal
    12 from Sambalpur
    11 from Jagatsinghpur

    — H & FW Dept Odisha (@HFWOdisha) September 8, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.