ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ ୫୬୦ କୋରୋନା ଆକ୍ରାନ୍ତ

author img

By

Published : Sep 21, 2021, 7:58 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ ୫୬୦ କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ୫୬୦ କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ ୫୬୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୮ହଜାର ୨୨୬ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ ୫୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୩୬ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୮ହଜାର ୨୨୬ ଜଣ ସୁସ୍ଥ ହୋଇଛନ୍ତି ।

  • Another 560 Covid patients have recovered and are being discharged on 21.09.2021

    236 from Khordha
    77 from Cuttack
    30 from Jajapur
    25 from Sundargarh
    23 from Jagatsinghpur
    22 from Baleswar
    22 from Mayurbhanj
    18 from Puri
    10 from Bhadrak
    7 from Nayagarh
    6 from Kendrapara

    — H & FW Dept Odisha (@HFWOdisha) September 21, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୭, ପୁରୀରୁ ୧୮, ଅନୁଗୋଳରୁ ୧, ବରଗଡ଼ରୁ ୨, ଯାଜପୁରରୁ ୩୦, ମୟୂରଭଞ୍ଜରୁ ୨୨, ରାୟଗଡ଼ାରୁ ୧, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କେନ୍ଦୁଝରରୁ ୨, ନୟାଗଡ଼ରୁ ୭, ଜଗତସିଂହପୁରରୁ ୨୩, ଝାରସୁଗୁଡାରୁ ୧, ନୂଆପଡାରୁ ୪, କୋରାପୁଟରୁ ୨, ବାଲେଶ୍ବରରୁ ୨୨, ଭଦ୍ରକରୁ ୧୦, ଦେବଗଡ଼ରୁ ୪, ମାଲକାନଗିରିରୁ ୫ ଓ ଷ୍ଟେଟ୍‌ ପୁଲ୍‌ରୁ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • The total recovered cases of Odisha now stand at 1008226

    — H & FW Dept Odisha (@HFWOdisha) September 21, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.