ETV Bharat / city

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 530 କୋରୋନା ଆକ୍ରାନ୍ତ

author img

By

Published : Oct 18, 2021, 7:47 PM IST

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 530 କୋରୋନା ଆକ୍ରାନ୍ତ
STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 530 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 530 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 22ହଜାର 780ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ସୋମବାର) ରାଜ୍ୟରେ 530 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 233 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 22ହଜାର 780ଜଣ ସୁସ୍ଥ ହୋଇଛନ୍ତି ।

  • Another 530 Covid patients have recovered and are being discharged on 18.10.2021

    233 from Khordha
    67 from Cuttack
    29 from Mayurbhanj
    20 from Baleswar
    19 from Sundargarh
    16 from Jagatsinghpur
    13 from Gajapati
    13 from Jajapur
    13 from Kendrapara
    13 from Puri
    9 from Sambalpur

    — H & FW Dept Odisha (@HFWOdisha) October 18, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୬୭, ଅନୁଗୋଳରୁ ୨, ପୁରୀରୁ ୧୩, ଯାଜପୁରରୁ ୧୩, ମୟୂରଭଞ୍ଜରୁ ୨୯, ଗଞ୍ଜାମରୁ ୪, କେନ୍ଦୁଝରରୁ ୧, ଜଗତସିଂହପୁରରୁ ୧୬, ଭଦ୍ରକରୁ ୩, ସମ୍ବଲପୁରରୁ ୯, ସୋନପୁରରୁ ୧, କୋରାପୁଟରୁ ୨, କେନ୍ଦ୍ରାପଡାରୁ ୧୩, ବାଲେଶ୍ବରରୁ ୨୦, ଝାରସୁଗୁଡାରୁ ୧, ବରଗଡରୁ ୧, କନ୍ଧମାଳରୁ ୨, ଢେଙ୍କାନାଳରୁ ୩, ନୂଆପଡାରୁ ୨, ମାଲକାନଗିରିରୁ ୧ ଓ ଷ୍ଟେଟପୁଲରୁ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • The total recovered cases of Odisha now stand at 1022780

    — H & FW Dept Odisha (@HFWOdisha) October 18, 2021 " class="align-text-top noRightClick twitterSection" data=" ">


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.