ETV Bharat / city

ଦଳ ଷ୍ଟ୍ରାଟେଜି ଅନୁସାରେ କାମ କରୁଛି: କଂଗ୍ରେସ

author img

By

Published : Jan 22, 2022, 8:30 AM IST

ଦଳ ଷ୍ଟ୍ରlଟେଜି ଅନୁସାରେ କାମ କରୁଛି : କଂଗ୍ରେସ
ଦଳ ଷ୍ଟ୍ରlଟେଜି ଅନୁସାରେ କାମ କରୁଛି : କଂଗ୍ରେସ

ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ଥିଲା ନାମାଙ୍କନ ଦାଖଲ କରିବାର ଶେଷ ଦିନ । ଏହାକୁ ନେଇ କଂଗ୍ରେସ କହିଛି ଦଳ ଷ୍ଟ୍ରାଟେଜି ଅନୁସାରେ କାମ କରୁଛି । ଆମର ଓ୍ବାର ରୁମ ମଧ୍ୟ ପ୍ରସ୍ତୁତ ହୋଇସାରିଛି । 23 ତାରିଖରେ କିଏ କେଉଁ ଦାୟିତ୍ୱରେ ରହିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ଥିଲା ନାମାଙ୍କନ ଦାଖଲ କରିବାର ଶେଷ ଦିନ । ଏହାକୁ ନେଇ କଂଗ୍ରେସ କହିଛି ଦଳ ଷ୍ଟ୍ରାଟେଜି ଅନୁସାରେ କାମ କରୁଛି । ଆମର ଓ୍ବାର ରୁମ ମଧ୍ୟ ପ୍ରସ୍ତୁତ ହୋଇସାରିଛି । 23 ତାରିଖରେ କିଏ କେଉଁ ଦାୟିତ୍ୱରେ ରହିବେ । କିପରି ନିର୍ବାଚନ ପରିଚାଳନା ହେବ ତାହା ସ୍ପଷ୍ଟ ହୋଇଯିବ । ଦର ଦାମ ବୃଦ୍ଧି ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଲୋକ ଚାହିଁଲେ ନିଶ୍ଚୟ ପରିବର୍ତ୍ତନ ହେବ । ଆସନ୍ତା ମାସ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

ଦଳ ଷ୍ଟ୍ରlଟେଜି ଅନୁସାରେ କାମ କରୁଛି : କଂଗ୍ରେସ

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.