ETV Bharat / city

Vegetable Price, ବନ୍ୟା ପରେ ପରିବା ବଜାରରେ ନିଆଁ

author img

By

Published : Sep 12, 2022, 8:21 AM IST

Vegetable Price
Vegetable Price

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ବନ୍ୟା ସ୍ଥିତି ସୁଧୁରିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ବନ୍ୟା ପରେ ପରିବା ଦର ଉଚ୍ଚା ହୋଇଛି । ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହେବା ଫଳରେ ପନିପରିବା ଦର ବୃଦ୍ଧି ହୋଇଛି । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର । ବନ୍ୟା ସ୍ଥିତି ପାଇଁ ଆଗକୁ ଦର ବଢିବା ଆଶଙ୍କା କରାଯାଉଛି । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । ଉଚ୍ଚା ପରିବା ଦରକୁ ନେଇ ପେଶି ହେଉଛନ୍ତି ଗ୍ରାହକ । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

କଟକରେ ପରିବା ଦର
କଟକରେ ପରିବା ଦର
ସମ୍ବଲପୁରରେ ପରିବା ଦର
ସମ୍ବଲପୁରରେ ପରିବା ଦର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.