ETV Bharat / city

Vegetable Price, କେଉଁଠି କେତେ ରହିଛି ଆଜି ପରିବା ଦର

author img

By

Published : Sep 11, 2022, 7:44 AM IST

Updated : Sep 11, 2022, 8:05 AM IST

Vegetable Price
Vegetable Price

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

ଭୁବନେଶ୍ବର: ବନ୍ୟା ପରେ ଉଚ୍ଚା ପନିପରିବା ଦର ସମସ୍ତଙ୍କୁ ପ୍ରଭାବିତ କରିଛି । ବନ୍ୟା ଛାଡିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଉଚ୍ଚା ପରିବା ଦରକୁ ନେଇ ପେଶି ହେଉଛନ୍ତି ଗ୍ରାହକ । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରରେ ଭର୍ତ୍ତି ବ୍ୟାଗ୍ ହେଉନାହିଁ । ଦର ଦେଖି ଗ୍ରାହକ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର । ଆଗକୁ ଏହି ଦର ବଢିବା ଆଶଙ୍କା କରାଯାଉଛି । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

ସମ୍ବଲପୁରରେ ପରିବା ଦର
ସମ୍ବଲପୁରରେ ପରିବା ଦର
ବ୍ରହ୍ମପୁରରେ ପରିବା ଦର
ବ୍ରହ୍ମପୁରରେ ପରିବା ଦର
କଟକରେ ପରିବା ଦର
କଟକରେ ପରିବା ଦର
Last Updated :Sep 11, 2022, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.