ETV Bharat / city

Vegetable Price, ଆଜି ରାଜ୍ୟରେ କଣ ରହିଛି ପନିପରିବା ଦର

author img

By

Published : Sep 7, 2022, 8:48 AM IST

ବ୍ରହ୍ମପୁରରେ ପରିବା ଦର
ବ୍ରହ୍ମପୁରରେ ପରିବା ଦର

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

ଭୁବନେଶ୍ବର: ବନ୍ୟା ପରେ ଆକାଶଛୁଆଁ ହୋଇଛି ପରିବା ଦର । ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଛି । ଫଳରେ ଆକାଶ ଛୁଆଁ ହୋଇଛି ପନିପରିବା ଦର । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର। ବନ୍ୟା ସ୍ଥିତି ପାଇଁ ଆଗକୁ ଦର ବଢିବା ଆଶଙ୍କା କରାଯାଉଛି । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି। ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

ବ୍ରହ୍ମପୁରରେ ପରିବା ଦର
ବ୍ରହ୍ମପୁରରେ ପରିବା ଦର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.