ETV Bharat / city

Vegetable Price: ଆଜି ରାଜ୍ୟରେ କଣ ରହିଛି ପରିବା ଦର

author img

By

Published : Sep 3, 2022, 7:38 AM IST

Vegetable Price, ଆଜି ରାଜ୍ୟରେ କଣ ରହିଛି ପରିବା ଦର
Vegetable Price, ଆଜି ରାଜ୍ୟରେ କଣ ରହିଛି ପରିବା ଦର

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

ଭୁବନେଶ୍ବର: ଦାଉ ସାଧିଛି ବନ୍ୟା ସ୍ଥିତି । ଆକାଶଛୁଆଁ ହୋଇଛି ପରିବା ଦର । ଲଗାଣ ବର୍ଷା ଯୋଗୁଁ ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଛି । ଫଳରେ ପନିପରିବା ଦର ବୃଦ୍ଧି ହୋଇଛି । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର । ବନ୍ୟା ସ୍ଥିତି ପାଇଁ ଆଗକୁ ଦର ବଢିବା ଆଶଙ୍କା କରାଯାଉଛି । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

Vegetable Price, ଆଜି ରାଜ୍ୟରେ କଣ ରହିଛି ପରିବା ଦର
Vegetable Price, ଆଜି ରାଜ୍ୟରେ କଣ ରହିଛି ପରିବା ଦର
Vegetable Price, ଆଜି ରାଜ୍ୟରେ କଣ ରହିଛି ପରିବା ଦର
Vegetable Price, ଆଜି ରାଜ୍ୟରେ କଣ ରହିଛି ପରିବା ଦର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.