ETV Bharat / city

VFIର ମୁଖ୍ୟ ପୃଷ୍ଠପୋଷକ ହେଲେ ସାଂସଦ ଅଚ୍ୟୁତ ସାମନ୍ତ

author img

By

Published : Jan 2, 2020, 11:01 PM IST

ଭାରତୀୟ ଭଲିବଲ ଫେଡେରେସନର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ। ଅଧିକ ଖବର ପଢନ୍ତୁ...

VFIର ମୁଖ୍ୟ ପୃଷ୍ଠପୋଷକ ହେଲେ ସାଂସଦ ଅଚ୍ୟୁତ ସାମନ୍ତ
VFIର ମୁଖ୍ୟ ପୃଷ୍ଠପୋଷକ ହେଲେ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ବର: ଭାରତୀୟ ଭଲିବଲ ଫେଡେରେସନର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ। ଏନେଇ ଗୁରୁବାର ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି ସଂଘର ସେକ୍ରେଟାରୀ ଜେନେରାଲ ରାମବତାର ସିଂ ଜଖାର।

VFIର ମୁଖ୍ୟ ପୃଷ୍ଠପୋଷକ ହେଲେ ସାଂସଦ ଅଚ୍ୟୁତ ସାମନ୍ତ
VFIର ମୁଖ୍ୟ ପୃଷ୍ଠପୋଷକ ହେଲେ ସାଂସଦ ଅଚ୍ୟୁତ ସାମନ୍ତ

68ତମ ସିନିୟର ଭଲିବଲ ଚାମ୍ପିଅନସିପର ଉଦଯାପିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଛି। ଏନେଇ ଖୁସି ପ୍ରକାଶ କରିବା ସହିତ ସଂଘକୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଭାରତୀୟ ଭଳିବଲ ଫେଡରେସନର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ। ଏନେଇ ଆଜି ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି ସଂଘର ସେକ୍ରେଟାରୀ ଜେନେରାଲ ରାମବତାର ସିଂ ଜଖାର। 68 ତମ ସିନିୟର ଭଳିବଲ ଚାମ୍ପିଅଂଶୀପ ର ଉଦଯାପିତ କାର୍ଯ୍ୟକ୍ରମ ରେ ଏହି ଘୋଷଣା କରାଯାଇଛି। ଏନେଇ ଖୁସି ପ୍ରକାଶ କରିବା ସହିତ ସଂଘକୁ ଧନ୍ୟବାଦ ଜଣାଇଛନ୍ତି ଅଚ୍ୟୁତ।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.