ETV Bharat / city

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା, 6 ସପ୍ତାହରେ ରିପୋର୍ଟ ଦେବାକୁ NHRCର ନିର୍ଦ୍ଦେଶ

author img

By

Published : Aug 23, 2021, 4:37 PM IST

ACF Soumyaranja death case NHRC directs to report within 6 weeks
ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା, 6 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRC ର ନିର୍ଦ୍ଦେଶ

ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ NHRC ରାଜ୍ୟ ଜଙ୍ଗଲ ବିଭାଗର ଆଡିସିନାଲ ମୁଖ୍ୟ ଶାସନ ସଚିବ ଓ ଓଡିଶା ପୋଲିସକୁ 6 ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ। ଅଧିକ ପଢନ୍ତୁ...

ଭୁବନେଶ୍ବର: ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ଏନେଇ ଜାତୀୟ ମାନବ ଅଧିକାର କମିଶନ ରାଜ୍ୟ ଜଙ୍ଗଲ ବିଭାଗର ଆଡିସିନାଲ ମୁଖ୍ୟ ଶାସନ ସଚିବ ଓ ଓଡିଶା ପୋଲିସକୁ ତଦନ୍ତ ରିପୋର୍ଟ 6 ସପ୍ତାହ ମଧ୍ୟରେ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା, 6 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRC ର ନିର୍ଦ୍ଦେଶ

ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ଏନେଇ ଜାତୀୟ ମାନବ ଅଧିକାର କମିଶନ ରାଜ୍ୟ ଜଙ୍ଗଲ ବିଭାଗର ଆଡିସିନାଲ ମୁଖ୍ୟ ଶାସନ ସଚିବ ଓ ଓଡିଶା ପୋଲିସ ତୁରନ୍ତ ତଦନ୍ତ କରି 6 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାପାଇଁ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ , ବାଲେଶ୍ବର ଜିଲ୍ଲାର ବେଗୁନିଆ ଗ୍ରାମର ACF ସୌମ୍ୟରଞ୍ଜନ ମହାପାତ୍ର ଯିଏକି ପାରଳାଖେମୁଣ୍ଡି ଫରେଷ୍ଟ ବିଭାଗରେ ଚାକିରୀ କରୁଥିଲେ। ACF ସୋମ୍ୟରଞ୍ଜନ ମହାପାତ୍ରଙ୍କର ଗତ ଜୁଲାଇ 12 ତାରିଖରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସୌମ୍ୟଙ୍କ ପରିବାର ଏହି ମୃତ୍ୟୁ ଏକ ଯୋଜନାବୋଧ ହତ୍ୟା ଅଭିଯୋଗ ଆଣିଥିଲେ। ହେଲେ ପାରଳାଖେମୁଣ୍ଡି ପୋଲିସ ସଠିକ ତଦନ୍ତ କରୁନାହାନ୍ତି କ୍ରାଇମବ୍ରାଞ୍ଚ ବି ସଠିକ ତଦନ୍ତ କରୁନାହାନ୍ତି ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଦାବି କରି ଗତ ଅଗଷ୍ଟ 3 ତାରିଖରେ ଜାତୀୟ ମାନବ ଅଧିକାର କମିଶନଙ୍କ ଦ୍ଵାରସ୍ତ ହୋଇଥିଲେ ମନବାଧିକାର କର୍ମୀ ସୁବ୍ରତ ଦାସ। ଆଜି ଏନେଇ ଜାତୀୟ ମାନବ ଅଧିକାର କମିଶନ ରାଜ୍ୟ ଜଙ୍ଗଲ ବିଭାଗର ଆଡିସିନାଲ ମୁଖ୍ୟ ଶାସନ ସଚିବ ଓ ଓଡିଶା ପୋଲିସ ତୁରନ୍ତ ତଦନ୍ତ ରିପୋର୍ଟ 6 ସପ୍ତାହ ମଧ୍ୟରେ ଦେବାପାଇଁ ନିର୍ଦେଶ ଦେଇଛନ୍ତି।

ACF Soumyaranja death case NHRC directs to report within 6 weeks
ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା, 6 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRC ର ନିର୍ଦ୍ଦେଶ

ସୂଚନାଥାଉକି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ସାରା ରାଜ୍ୟରେ ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି । କି ଭଳି ମୃତ୍ୟୁ ହେଲା ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସସ୍ପେନ୍ସ ଜାରୀ ରହିଛି ଏବଂ କାହାକୁ ମଧ୍ୟ ଗିରଫ କରିପାରିନାହିଁ ପୋଲିସ । ଏହି ଘଟଣାରେ ଗଜପତି ଡିଏଫଓକୁ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀକୁ ଅଧିକ ପଚାରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.