ETV Bharat / business

ଚମକିଲା ସୁନା, ରୂପା ହେଲା ମହଙ୍ଗା

author img

By

Published : Sep 2, 2021, 4:54 PM IST

ଚମକିଲା ସୁନା, ରୂପା ହେଲା ମହଙ୍ଗା
ଚମକିଲା ସୁନା, ରୂପା ହେଲା ମହଙ୍ଗା

ମାସର ଦ୍ବିତୀୟ ଦିନରେ ସୁନା ମୂଲ୍ୟରେ ହ୍ରାସ । ହେଲେ ୬୧୯ ଟଙ୍କା ମହଙ୍ଗା ହେଲା ରୂପା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଯଦି ଆପଣ ସୁନା-ରୂପା କିଣିବାକୁ ଚାହୁଁଛନ୍ତି, ତେବେ ଭାରତୀୟ bullion ମାର୍କେଟରେ ଧାତୁଗୁଡିକର ଦର ବାବଦରେ ଜାଣି ରଖିବା ଆବଶ୍ୟକ । ମାସର ଦ୍ବିତୀୟ ଦିନରେ ଅର୍ଥାତ୍ ଆଜି ସୁନା ଦରରେ ହ୍ରାସ ଦେଖାଯାଇଛି । ହେଲେ ମହଙ୍ଗା ହୋଇଛି ରୂପା ।

India bullion and jewellers association ମୁତାବକ ଗୁରୁବାର ସୁନା ଦାମ୍ ୫୫ ଟଙ୍କା ଖସିଛି । ଯାହାଫଳରେ ୨୪ କ୍ୟାରେଟ ସୁନା ଅଳଙ୍କାରର ରେଟ୍ ବର୍ତ୍ତମାନ ୪୭, ୨୨୪ ଟଙ୍କା ରହିଛି । ପୂର୍ବ କାରବାର ଦିବସରେ ଅର୍ଥାତ୍ ବୁଧବାର ସୁନା ୪୭, ୨୭୯ ଟଙ୍କାରେ ବନ୍ଦ ହୋଇଥିଲା ।

ଅନ୍ୟପଟେ ଗୁରୁବାର ରୂପା କେଜି ପିଛା ୬୧୯ ଟଙ୍କା ମହଙ୍ଗା ହୋଇଛି । ଏହି ଧାତୁ ଦର ଆଜି ୬୩, ୬୯୧ ଟଙ୍କାରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.