ETV Bharat / business

ଅନୀଲ କୁମାର ଶର୍ମା ଏସବିଆଇ ନିର୍ଦ୍ଦେଶକ ନିଯୁକ୍ତ

author img

By

Published : Apr 14, 2021, 7:14 PM IST

Govt appoints Anil Kumar Sharma on central board of SBI with immediate effect
Govt appoints Anil Kumar Sharma on central board of SBI with immediate effect

ଅନିଲ କୁମାର ଶର୍ମାଙ୍କୁ ଜରୁରୀ ପ୍ରଭାବ ସହ ଷ୍ଟେଟ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳର ନିର୍ଦ୍ଦେଶକ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଅନୀଲ କୁମାର ଶର୍ମାଙ୍କୁ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦେଶକ କଲେ ସରକାର । ଏ ନେଇ ବୁଧବାର ସୂଚନା ଦେଇଛି ଏସବିଆଇ ।

ଏସବିଆଇ କହିଛି କି ସରକାର ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର ଶର୍ମାଙ୍କୁ ଜରୁରୀ ପ୍ରଭାବ ସହ ଏହାର ନିର୍ଦ୍ଦେଶକ ମଣ୍ଡଳର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ଏ ସମ୍ବନ୍ଧରେ ଆର୍ଥିକ ସେବା ବିଭାଗର 2020 ଏପ୍ରିଲ 13 ବିଜ୍ଞପ୍ତିକୁ ଦର୍ଶାଇ କହିଛି କି, ‘‘ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର ଶର୍ମାଙ୍କୁ ଜରୁରୀ ପ୍ରଭାବ ସହ ଷ୍ଟେଟ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳର ନିର୍ଦ୍ଦେଶକ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି । ଆସନ୍ତା ଆଦେଶ ଯାଏଁ ସେ ଏହି ପଦରେ ରହି ଦାୟିତ୍ବ ତୁଲାଇବେ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବୁଧବାର କହିଛି ଯେ ସରକାର ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର ଶର୍ମାଙ୍କୁ ଏହାର ନିର୍ଦ୍ଦେଶକ ବୋର୍ଡରେ ତୁରନ୍ତ ପ୍ରଭାବ ପକାଇ ନିର୍ଦ୍ଦେଶକ ଭାବେ ନାମିତ କରିଛନ୍ତି।

ଷ୍ଟେଟ ବ୍ୟାଙ୍କର ଚେୟାରମ୍ୟାନ ଦିନେଶ କୁମାର ଖାରାଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳରେ 13 ସଦସ୍ୟ ସାମିଲ ଅଛନ୍ତି । ବ୍ୟାଙ୍କର ୱେବସାଇଟରେ ଏହି ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.