ETV Bharat / bharat

UP Assembly Poll: ଅପରାହ୍ନ ୩ଟା ସୁଦ୍ଧା 46% ମତଦାନ, ଅଯୋଧ୍ୟା ସବୁଠୁ ଆଗରେ

author img

By

Published : Feb 27, 2022, 4:39 PM IST

up assembly election: ଅପରାହ୍ନ ୩ସୁଦ୍ଧା 46.28 ପ୍ରତିଶତ ମତଦାନ, ଅଯୋଧ୍ୟା ସବୁଠୁ ଆଗରେ
up assembly election: ଅପରାହ୍ନ ୩ସୁଦ୍ଧା 46.28 ପ୍ରତିଶତ ମତଦାନ, ଅଯୋଧ୍ୟା ସବୁଠୁ ଆଗରେ

ଉତ୍ତର ପ୍ରଦେଶରେ ଜାରି ରହିଛି ୫ମ ପର୍ଯ୍ୟାୟ ମତଦାନ । ଆଜି ଦିନ ୩ଟା ସୁଦ୍ଧା 46.28 ପ୍ରତିଶତ ମତଦାନ ରେକର୍ଡ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜାରି ରହିଛି ୫ମ ପର୍ଯ୍ୟାୟ ମତଦାନ । ଆଜି ଅପରାହ୍ନ ୩ଟା ସୁଦ୍ଧା 46.28 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ତେବେ କ୍ଷେତ୍ରଓ୍ବାରୀ ଭୋଟିଂ ପ୍ରତିଶତ ହିସାବକୁ ନେଲେ ଅଯୋଧ୍ୟା ସବୁଠୁ ଆଗରେ ଥିବାବେଳେ ସର୍ବନିମ୍ନ ଭୋଟିଂ ପ୍ରତିଶତ ଭାବେ ପ୍ରୟାଗରାଜ ସାମ୍ନାକୁ ଆସିଛି ।

up assembly election: ଅପରାହ୍ନ ୩ସୁଦ୍ଧା 46.28 ପ୍ରତିଶତ ମତଦାନ, ଅଯୋଧ୍ୟା ସବୁଠୁ ଆଗରେ
up assembly election: ଅପରାହ୍ନ ୩ସୁଦ୍ଧା 46.28 ପ୍ରତିଶତ ମତଦାନ, ଅଯୋଧ୍ୟା ସବୁଠୁ ଆଗରେ

ତେବେ ସନ୍ଧ୍ୟା ୬ଟା ଯାଏଁ ଭୋଟିଂ ଜାରି ରହିବ । ଏହି ପର୍ଯ୍ୟାୟରେ 12ଟି ଜିଲ୍ଲାର 61ଟି ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ । ମୈଦାନରେ ରହିଛନ୍ତି ବିଭିନ୍ନ ଦଳର ମୋଟ ୬୯୨ ଜଣ ପ୍ରାର୍ଥୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.