ETV Bharat / bharat

ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ

author img

By

Published : Nov 4, 2020, 10:07 AM IST

ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ । ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି । ଅଧିକ ପଢନ୍ତୁ...

ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ
ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ: ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ । ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ ଆୟୋଜନ କରାଯିବ । ବୁଧବାର 10.30ରେ ଏହା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଅକ୍ଟୋବର 29 ରେ ହୋଇଥିବା ଶେଷ କ୍ୟାବିନେଟ୍ ବୈଠକରେ ଶତପ୍ରତିଶତ ଖାଦ୍ୟ ଶସ୍ୟ ଏବଂ 20 ପ୍ରତିଶତ ଚିନିକୁ ଝୁଟ୍ ବ୍ୟାଗରେ ପ୍ୟାକ୍ କରାଯିବା । ଏହାସହ ସାମଗ୍ରୀର ବାଧ୍ୟତାମୂଳକ ପ୍ୟାକେଜିଂ ପାଇଁ ଆଦର୍ଶର ସମ୍ପ୍ରସାରଣକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.