ETV Bharat / bharat

3 ବର୍ଷର ଝିଅକୁ ଚିତାବାଘ କବଳରୁ ରକ୍ଷା କଲା ମାଆ

author img

By

Published : May 11, 2022, 11:00 PM IST

3 ବର୍ଷର ଝିଅକୁ ଚିତାବାଘ କବଳରୁ ରକ୍ଷା କଲା ମାଆ
3 ବର୍ଷର ଝିଅକୁ ଚିତାବାଘ କବଳରୁ ରକ୍ଷା କଲା ମାଆ

3 ବର୍ଷର ଝିଅକୁ ଚିତାବାଘ କବଳରୁ ରକ୍ଷା କଲା ମାଆ । ଏକ ବାଡି ସାହାଯ୍ୟରେ ଝିଅକୁ ବାଘ କବଳରୁ ରକ୍ଷା କରିପାରିଛି ମାଆ । ଅଧିକ ପଢନ୍ତୁ

ମୁମ୍ବାଇ: 3 ବର୍ଷର ଝିଅକୁ ଚିତାବାଘ କବଳରୁ ରକ୍ଷା କଲା ମାଆ । ଏକ ବାଡି ସାହାଯ୍ୟରେ ଝିଅକୁ ବାଘ କବଳରୁ ରକ୍ଷା କରିପାରିଛି ମାଆ । ଏପରି ଏକ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଘରେ ଖାଉଥିବା ସମୟରେ ହଠାତ୍ ଏକ ଚିତାବାଘ ଘର ମଧ୍ୟକୁ ପଶି ଆସି ନାବାଳିକାକୁ ଆକ୍ରମଣ କରୁଥିଲା । ଏହି ସମୟରେ ନାବାଳିକାଙ୍କ ମାଆ ବାଡି ସହାୟତାରେ ବାଘକୁ ଘଉଡାଇ ପାରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି । ତେବେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଥିବାବେଳେ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କୁ ଚିତାବାଘ ହତ୍ୟା କରିଥିବା ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.