ETV Bharat / bharat

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ

author img

By

Published : May 2, 2021, 8:11 PM IST

ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ମୃତ୍ୟୁ
ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ମୃତ୍ୟୁ

ନିଜ ସର୍ଭିସ ରାଇଫଲରୁ ନିଜକୁ ଗୁଳିକରି ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀନଗର: ବ୍ୟକ୍ତିଗତ ସର୍ଭିସ ରାଇଫଲରୁ ନିଜକୁ ଗୁଳିକରି ଯବାନଙ୍କ ଆତ୍ମହତ୍ୟା । ରବିବାର ଅପରାହ୍ନରେ ଉତ୍ତର କାଶ୍ମୀର ବାରମୁଲ୍ଲା ଜିଲ୍ଲାରେ ନିଜ ସର୍ଭିସ ରାଇଫଲରୁ ନିଜକୁ ଗୁଳିକରି ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସେରୀ ଅଞ୍ଚଳସ୍ଥିତ 59 ରେଜିମେଣ୍ଟରେ ନିୟୋଜିତ ପ୍ରବୀଣ କୁମାର ନିଜ ସର୍ଭିସ ରାଇଫଲକୁ ବ୍ୟବହାର କରି ଆତ୍ମହତ୍ୟା ଉଦ୍ୟମ କରିବାର କିଛି କ୍ଷଣ ମଧ୍ୟରେ ଯବାନଙ୍କ ମୃତ୍ୟୁ ହୋଇଥିଲା ।

ପରେ ଏହି ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପାର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.