ETV Bharat / bharat

Gujarat Polls: ପ୍ରଥମ ଥର ପାଇଁ ଭୋଟ ଦେଲେ ଭାରତୀୟ ନାଗରିକତା ପାଇଥିବା ପାକିସ୍ତାନୀ ମହିଳା

author img

By

Published : Dec 1, 2022, 9:02 PM IST

Gujarat Polls: ପ୍ରଥମ ଥର ପାଇଁ ଭୋଟ ଦେଲେ ଭାରତୀୟ ନାଗରିକତା ପାଇଥିବା ପାକିସ୍ତାନୀ ମହିଳା
Gujarat Polls: ପ୍ରଥମ ଥର ପାଇଁ ଭୋଟ ଦେଲେ ଭାରତୀୟ ନାଗରିକତା ପାଇଥିବା ପାକିସ୍ତାନୀ ମହିଳା

ଗୁଜୁରାଟ ନିର୍ବାଚନରେ (Gujarat Polls) ଭୋଟ ଦେଲେ ପାକିସ୍ତାନରୁ ଆସି ଭାରତୀୟ ନାଗରିକତା ପାଇଥିବା ପାକିସ୍ତାନୀ ମହିଳା ହେମାବେନ ଆହୁଜା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗୁଜୁରାଟ ନିର୍ବାଚନରେ (Gujarat Polls) ଭୋଟ ଦେଲେ ପାକିସ୍ତାନରୁ ଆସି ଭାରତୀୟ ନାଗରିକତା ପାଇଥିବା ପାକିସ୍ତାନୀ ମହିଳା ହେମାବେନ ଆହୁଜା (Pakistan woman vote for first time)। ଗତ ବର୍ଷ ସେ ପାକିସ୍ତାନର ଗୁଜୁରାଟ ଆସିଥିଲେ । ତେବେ ଗତବର୍ଷ ସେ ଭାରତୀୟ ନାଗରିକତା ପାଇବାରେ ସଫଳ ହୋଇଥିଲେ । ସେ ମନୀଷ ଆହୁଜା ନାମକ ଜଣେ ଭାରତୀୟଙ୍କୁ ବିବାହ କରିବା ପରେ ତାଙ୍କୁ ଭାରତୀୟ ନାଗରିକତା ମିଳିବା ସମ୍ଭବପର ହୋଇଥିଲା ।

Gujarat Polls: ପ୍ରଥମ ଥର ପାଇଁ ଭୋଟ ଦେଲେ ଭାରତୀୟ ନାଗରିକତା ପାଇଥିବା ପାକିସ୍ତାନୀ ମହିଳା

ଚଳିତଥର ସେ ପ୍ରଥମ ଥର ଭାରତୀୟ ନାଗରିକ ଭାବେ ପାଇଁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ ଆଜି ଜୁନାଗଡରେ ଭୋଟ୍ ଦେଇ ବେଶ ଖୁସି ପ୍ରକାଶ କରିଛନ୍ତି । ନାଗରିକତା ପ୍ରଦାନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ଏବେ ସରକାରୀ ଭାବେ ସମସ୍ତ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.