ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 24, 2022, 7:00 AM IST

Updated : Dec 24, 2022, 7:37 AM IST

news today
news today

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

news today
  • ଆଜିଠୁ ବିଦେଶ ଫେରନ୍ତାଙ୍କ କୋଭିଡ ପରୀକ୍ଷା
  • ଉଠା ଦୋକାନୀଙ୍କ ବିରୋଧ, ଆଜିଠୁ ରାଜଧାନୀରେ ଉଚ୍ଛେଦ ବନ୍ଦ
  • ଆଜି ଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ ଯାତ୍ରା
  • ଆଜି ଜାତୀୟ ଉପଭୋକ୍ତା ଦିବସ
  • ଆଜିଠୁ ସନ୍ତୋଷ ଟ୍ରଫି
  • ଆଜି ଖାଉଟି ଅଧିକାର ଦିବସ
  • ଆଜିଠୁ କମିପାରେ ଶୀତ
Last Updated :Dec 24, 2022, 7:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.