ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 20, 2022, 7:16 AM IST

ଆଜିର ବଡ ଖବର
ଆଜିର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
  • ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ।
  • ଆଜି ସଂସଦ ଭବନରେ ମିଲେଟ୍ ଲଞ୍ଚ କରିବେ ସାଂସଦ ।
  • ଆଜି ବିଜେପିର ସଂସଦୀୟ ଦଳ ବୈଠକ ।
  • ଆଜିଠୁ ଆରମ୍ଭ ହେବ ସର୍‌ଗି ଫୁଲ ମହୋତ୍ସବ ।
  • ଆଜିଠୁ ଉଜ୍ଜୟିନୀର ମହାକାଳେଶ୍ବର ମନ୍ଦିରରେ ମୋବାଇଲ ନିଷେଦ୍ଧ ।
  • ହକି ବିଶ୍ବକପ୍ ପ୍ରସ୍ତୁତି । ଆଜି ହକି କର୍ମକର୍ତ୍ତାଙ୍କ ବୈଠକ ।
  • ଆଜି ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ ।
  • ରଣଜୀ ଟ୍ରଫି । ଆଜି ଉତ୍ତରାଖଣ୍ଡକୁ ଭେଟିବ ଓଡିଶା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.