ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 17, 2022, 7:00 AM IST

Updated : Dec 17, 2022, 7:13 AM IST

ଆଜିର ବଡ ଖବର
ଆଜିର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
  • ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ, ଆଜି ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି
  • ଆଜି ଓଡିଶା ଆସୁଛନ୍ତି ବିଜେପି ପ୍ରଭାରୀ ସୁନିଲ ବଂଶଲ
  • ଆଜି ଜିଏସଟି ପରିଷଦ ବୈଠକ
  • ଆଜିଠୁ ସୁପ୍ରିମକୋର୍ଟରେ ଶୀତ ଅବକାଶ
  • ଆଜି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ
  • ଆଜି ଶ୍ରଦ୍ଧା ହତ୍ୟାକାରୀ ଅଫତାବର ଜାମିନ ଶୁଣାଣି
  • FIFA World Cup: ଆଜି ମରକ୍କୋ ଓ କ୍ରୋଏସିଆ ମୁକାବିଲା
  • Womens T20: ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ମ୍ୟାଚ
Last Updated :Dec 17, 2022, 7:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.