ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 16, 2022, 7:03 AM IST

news today
news today

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି।
  • ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ, ଆଜି ରଖିବେ ମିଳିତ ବିବୃତ୍ତି ।
  • ଆଜି ଉତ୍ତରପୂର୍ବ ସୀମାରେ ବାୟୁସେନାର ସମରାଭ୍ୟାସ ।
  • ଆଜିଠୁ ଭାରତ-ନେପାଳ ସେନାର ମିଳିତ ସୂର୍ଯ୍ୟକିରଣ ସମରାଭ୍ୟାସ।
  • ଆଜି ବିଜେଡି ବରିଷ୍ଠ ନେତାଙ୍କ ବୈଠକ ।
  • ଆଜିଠୁ ବଢିପାରେ ଶୀତ ।
  • ଆଜି ବିଜୟ ଦିବସ ।
  • ଆଜିଠୁ ରାଜ୍ୟସ୍ତରୀୟ ତମୋଣ୍ଡୋ କପ୍ ଫୁଟବଲ ।
  • ଆଜି ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମତିଥି ।
  • ଆଜି ମୁକ୍ତିଲାଭ କରିବ ପ୍ରସ୍ଥାନମ୍ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.