ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Jul 22, 2022, 7:04 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଏଲୋପ୍ୟାଥିକ ଓ ହୋମିଓପ୍ୟାଥିକ ଅଧ୍ୟାପକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।
  • ଆଜି ପ୍ରକାଶ ପାଇବ CBSE ଦଶମ ଓ ଦ୍ବାଦଶ ଫଳ ।
  • ଆଜି 12 ଘଣ୍ଟିଆ ଢେଙ୍କାନାଳ ବନ୍ଦ ।
  • ଆଜି ପୁରୀରେ ନିଳାଚଳ ହାଟ ।
  • ଆଜିଠାରୁ ସ୍ବାଭାବିକ ହେବ ଟୀକାକରଣ ।
  • ଆଜିଠୁ ବଢିବ ବର୍ଷା । 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
  • ଆଜି ଭାରତ ରଙ୍ଗ ମହୋତ୍ସବର ଦ୍ବିତୀୟ ଦିନ ।
  • ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ।
  • ଆଜି ସ୍ବାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ପୂଣ୍ୟତିଥି ।
  • ଆଜି ବିଶ୍ବ ମସ୍ତିଷ୍କ ଦିବସ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.