ETV Bharat / bharat

Maharashtra Political Crisis: ରାତି 9 ଟା ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

author img

By

Published : Jun 29, 2022, 8:47 PM IST

Maharashtra Political Crisis
Maharashtra Political Crisis

ମହାରାଷ୍ଟ୍ର ମହାଭାରତର ଅନ୍ତିମ ଦୃଶ୍ୟ । ଫ୍ଲୋର ଟେଷ୍ଟକୁ ନେଇ ଜାରି ରହିଥିବା ଶୁଣାଣି ଶେଷ । ସମସ୍ତ ପକ୍ଷଙ୍କ ଯୁକ୍ତି ଶେଷ । 9 ଟାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାଭାରତର ଅନ୍ତିମ ଦୃଶ୍ୟ । ଫ୍ଲୋର ଟେଷ୍ଟକୁ ନେଇ ଜାରି ରହିଥିବା ଶୁଣାଣି ଶେଷ । ସମସ୍ତ ପକ୍ଷଙ୍କ ଯୁକ୍ତି ଶେଷ । 9 ଟାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ( Bhagat Singh Koshyari) ଙ୍କ ନିର୍ଦ୍ଦେଶକୁ ବଳବତ୍ତର ରଖିବେ ନା ସରକାରଙ୍କ ସପକ୍ଷରେ ରାୟ ଦେବେ ସୁପ୍ରିମକୋର୍ଟ ତାହା କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ଆସନ୍ତାକାଲି ଉଦ୍ଧବ ସରକାରଙ୍କୁ ବିଧାନସଭାରେ ବହମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ।

ଯାହାକୁ ବିରୋଧ କରି ମହାବିକାଶ ଅଘାଡି ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସଂଧ୍ୟା 5 ଟାରୁ ଶୁଣାଣି ଆରମ୍ଭ ହୋଇ ପାଖାପାଖି ରାତି ସାଢେ 8 ପର୍ଯ୍ୟନ୍ତ ଚାଲିଥିଲା । ଯାହାର ରାୟ ଆସିବ ରାତି 9 ଟାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.